ETV Bharat / city

ବିଏମସିର ଅତର୍କିତ ଚଢାଉ, ପ୍ଲାଷ୍ଟିକ ଗୋଦାମ ଗଣିଲା 50 ହଜାର ଜୋରିମାନା

ରାଜଧାନୀ ଭୁବନେଶ୍ବରରେ ଥିବା ଏକ ପ୍ଲାଷ୍ଟିକ ଗୋଦାମରେ ଚଢାଉ କରାଯାଇ ବିପୁଳ ପରିମାଣର ନିଷିଦ୍ଧ ପ୍ଲାଷ୍ଟିକ ଓ ପଲିଥିନ ଜବତ କରାଯାଇଛି ।

plastic godown raid in bbsr
ପ୍ଲାଷ୍ଟିକ ଗୋଦାମରେ ଚଢାଉ କଲା ବିଏମସି
author img

By

Published : Feb 24, 2020, 11:18 PM IST

ଭୁବନେଶ୍ବର: ପ୍ଲାଷ୍ଟିକ ଗୋଦାମରେ ଚଢାଉ । ରାଜଧାନୀ ଭୁବନେଶ୍ବରରେ ଥିବା ଏକ ପ୍ଲାଷ୍ଟିକ ଗୋଦାମରେ ଚଢାଉ କରାଯାଇ ବିପୁଳ ପରିମାଣର ନିଷିଦ୍ଧ ପ୍ଲାଷ୍ଟିକ ଓ ପଲିଥିନ ଜବତ କରାଯାଇଛି ।

ପ୍ଲାଷ୍ଟିକ ଗୋଦାମରେ ଚଢାଉ କଲା ବିଏମସି

ରାଜଧାନୀ ଭୁବନେଶ୍ବର ଡମଣା ସ୍ଥିତ ଦୈନିକ ହାଟ ପଛପଟେ ପ୍ରାୟ ୬୦୦ ବର୍ଗଫୁଟ ସରକାରୀ ଜାଗାରେ ଏକ ନିଷିଦ୍ଧ ପ୍ଲାଷ୍ଟିକ ଗୋଦାମ ରହିଛି । ତେବେ ସୋମବାର ବିଏମସି ଏନଫୋର୍ସମେଣ୍ଟ ଉକ୍ତ ଗୋଦାମରେ ଚଢାଉ କରି ବିପୁଳ ପଲିଥିନ ଓ ପ୍ଲାଷ୍ଟିକ ଜବତ କରିଛି । ଏଥିସହ ଗୋଦାମ ଉପରେ ୫୦ ହଜାର ଟଙ୍କା ଜୋରିମାନା ମଧ୍ୟ କରାଯାଇଛି । ତେବେ ତୁରନ୍ତ ଉକ୍ତ ବେଆଇନ ଘରକୁ ଭଙ୍ଗାଯିବାର ବ୍ୟବସ୍ଥା କରାଯିବ ବୋଲି ବିଏମସି ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.