ETV Bharat / city

ରାଜ୍ୟରେ 40 ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ କେନ୍ଦ୍ରକୁ ଚିଠି

author img

By

Published : May 12, 2021, 9:20 PM IST

ଅମ୍ଳଜାନ ଉତ୍ପାଦନରେ ଓଡିଶାକୁ ଅଧିକ ବଳ ଦେବା ପାଇଁ ରାଜ୍ୟରେ 40ଟି ଅକ୍ସିଜେନ ପ୍ଲାଣ୍ଟ ତିଆରି ନେଇ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ...

ରାଜ୍ୟରେ 40 ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ କେନ୍ଦ୍ରକୁ ଚିଠି
ରାଜ୍ୟରେ 40 ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ କେନ୍ଦ୍ରକୁ ଚିଠି

ଭୁବନେଶ୍ବର: ମହାମାରୀର ମହାସଙ୍କଟ ମଧ୍ୟରେ ଅକ୍ସିଜେନ ପାଇଁ ସଂଘର୍ଷ କରୁଛି ଦେଶ । ଏହାରି ମଧ୍ୟରେ ଅନେକ ରାଜ୍ୟକୁ ଅକ୍ସିଜେନ ଯୋଗାଇସାରିଛି ଓଡିଶା । ଅମ୍ଳଜାନ ଉତ୍ପାଦନରେ ଓଡିଶାକୁ ଅଧିକ ବଳ ଦେବା ପାଇଁ ରାଜ୍ୟରେ 40ଟି ଅକ୍ସିଜେନ ପ୍ଲାଣ୍ଟ ତିଆରି ନେଇ ରହିଛି ଯୋଜନା ।

ରାଜ୍ୟରେ ଅକ୍ସିଜେନ ପ୍ଲାଣ୍ଟ ତିଆରି ପ୍ରସ୍ତାବ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କେନ୍ଦ୍ରକୁ ଚିଠି ଲେଖାଯାଇଛି । ସୂଚନା ଅନୁଯାୟୀ, ଏହି ପ୍ଲାଣ୍ଟ ଗୁଡିକ ବିଭିନ୍ନ ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥାପନ କରାଯିବାକୁ ପ୍ରସ୍ତାବରେ କୁହାଯାଇଛି ।

ଯେଉଁ ମେଡିକାଲକୁ ଏଯାଏଁ ଗ୍ୟାସ ପାଇପଲାଇନ ସିଷ୍ଟମ ସୁବିଧା ଦିଆଯାଇନାହିଁ, ସେଠାରେ ଏମଜିପିଏସ ତିଆରି ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିବେ ବୋଲି ସ୍ପଷ୍ଟ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.