ETV Bharat / city

ରାଜଧାନୀରେ ପିଏମ ମୋଦିଙ୍କ ସଂଘର୍ଷମୟ ଜୀବନ ଗାଥା ବଖାଣିଲା ଫଟୋ ପ୍ରଦର୍ଶନୀ - ଭୁବନେଶ୍ବର ଖବର

ଗୁରୁବାର ପ୍ରଧାନମନ୍ତ୍ରୀ ମୋଦିଙ୍କ 70ତମ ଜନ୍ମବାର୍ଷିକୀ ପାଳିତ ହୋଇଛି । ଏହି ଅବସରରେ ସାରା ଦେଶରେ ବିଜେପି ପକ୍ଷରୁ ସେବା ସପ୍ତାହ ଭାବେ ପାଳନ କରାଯାଉଛି । ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଗୁରୁବାର ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅଧିକ ପଢନ୍ତୁ...

ରାଜଧାନୀରେ ପିଏମ ମୋଦିଙ୍କ ସଂଘର୍ଷମୟ ଜୀବନ ଗାଥା ବଖାଣିଲା ଫଟୋ ପ୍ରଦର୍ଶନୀ

author img

By

Published : Sep 18, 2020, 6:24 PM IST

Updated : Sep 18, 2020, 9:25 PM IST

ଭୁବନେଶ୍ବର: ଗୁରୁବାର ପ୍ରଧାନମନ୍ତ୍ରୀ ମୋଦିଙ୍କ 70ତମ ଜନ୍ମବାର୍ଷିକୀ ପାଳିତ ହୋଇଛି । ଏହି ଅବସରରେ ସାରା ଦେଶରେ ବିଜେପି ପକ୍ଷରୁ ସେବା ସପ୍ତାହ ଭାବେ ପାଳନ କରାଯାଉଛି । ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଗୁରୁବାର ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ରାଜଧାନୀରେ ପିଏମ ମୋଦିଙ୍କ ସଂଘର୍ଷମୟ ଜୀବନ ଗାଥା ବଖାଣିଲା ଫଟୋ ପ୍ରଦର୍ଶନୀ

ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀରେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ସଂଘର୍ଷମୟ ଜୀବନକୁ କର୍ମୀମାନଙ୍କ ପ୍ରେରଣା ଯୋଗାଇବା ପାଇଁ ଏକ ଫଟୋ ପ୍ରଦର୍ଶନୀ ଆୟୋଜନ କରାଯାଇଛି । ଯେଉଁଥିରେ 80ରୁ ଊର୍ଦ୍ଧ୍ବ ଫଟୋ ଚିତ୍ର ସମେତ ତାଙ୍କ ଉଦ୍ଧୃତ ବାଣୀକୁ ସନ୍ନିବେଶିତ କରାଯାଇଛି । ଏହାକୁ ରାଜ୍ୟ ବିଜେପିର ନେତା ପୃଥୀରାଜ ହରିଚନ୍ଦନ, ଜଗନ୍ନାଥ ପ୍ରଧାନ ପ୍ରମୁଖ ଉଦଘାଟନ କରିଥିବା ବେଳେ ସାଧାରଣ ଲୋକମାନଙ୍କ ପରିଦର୍ଶନ ପାଇଁ ଏହା ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ଖୋଲା ରହିବ ବୋଲି କହିଛନ୍ତି ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Sep 18, 2020, 9:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.