ETV Bharat / city

ଆସନ୍ତା 16 ତାରିଖରେ ପ୍ରକାଶ ପାଇବ ପିଜି ଏଣ୍ଟ୍ରାନ୍ସ ମେରିଟ ଲିଷ୍ଟ - ପିଜି ଏଣ୍ଟ୍ରାନ୍ସ ମେରିଟ ଲିଷ୍ଟ

ଆସନ୍ତା 16 ତାରିଖରେ ପ୍ରକାଶ ପାଇବ ପିଜି ଏଣ୍ଟ୍ରାନ୍ସ ମେରିଟ ଲିଷ୍ଟ। ନଭେମ୍ବର 10 ସୁଦ୍ଧା ସାମ୍ସ ପୋର୍ଟାଲରେ ମାର୍କ ଅପଡ଼େଟ କରିବେ ଛାତ୍ରଛାତ୍ରୀ। ଅଧିକ ପଢନ୍ତୁ...

ଆସନ୍ତା 16 ତାରିଖରେ ପ୍ରକାଶ ପାଇବ ପିଜି ଏଣ୍ଟ୍ରାନ୍ସ ମେରିଟ ଲିଷ୍ଟ

author img

By

Published : Nov 5, 2020, 5:35 PM IST

ଭୁବନେଶ୍ବର: ଆସନ୍ତା 16 ତାରିଖରେ ପ୍ରକାଶ ପାଇବ ପିଜି ଏଣ୍ଟ୍ରାନ୍ସ ମେରିଟ ଲିଷ୍ଟ। ନଭେମ୍ବର 10 ସୁଦ୍ଧା ସାମ୍ସ ପୋର୍ଟାଲରେ ମାର୍କ ଅପଡ଼େଟ କରିବେ ଛାତ୍ରଛାତ୍ରୀ। ଡିସେମ୍ବର 10 ସୁଦ୍ଧା ସରିବ ଆଡମିଶନ ।

ଆସନ୍ତା 16 ତାରିଖରେ ପ୍ରକାଶ ପାଇବ ପିଜି ଏଣ୍ଟ୍ରାନ୍ସ ମେରିଟ ଲିଷ୍ଟ
ଆସନ୍ତା 16 ତାରିଖରେ ପ୍ରକାଶ ପାଇବ ପିଜି ଏଣ୍ଟ୍ରାନ୍ସ ମେରିଟ ଲିଷ୍ଟ

ରାଜ୍ୟରେ ଚଳିତ ବର୍ଷ ପ୍ରଥମ କରି ଏକକ ପିଜି ନାମଲେଖା ପ୍ରକ୍ରିୟା ହେଉଛି। ଏଥିପାଇଁ ପ୍ରବେଶିକା ପରୀକ୍ଷା ମଧ୍ୟ ଶେଷ ହୋଇସାରିଛି । ଯାହାର ଫଳାଫଳ ନଭେମ୍ବର 10 ତାରିଖରେ ପ୍ରକାଶ ପାଇବାର ଥିଲା। ହେଲେ ଏହାକୁ ଘୁଞ୍ଚାଇ ଦିଆଯାଇଛି। ତେବେ ନଭେମ୍ବର 16 ତାରିଖରେ ରାଜ୍ୟ ସ୍ତରୀୟ ମେରିଟ ଲିଷ୍ଟ ପ୍ରକାଶ ପାଇବ। ତେବେ ଆସନ୍ତା ଡିସେମ୍ବର 10 ତାରିଖ ସୁଦ୍ଧା ସରିବ ଆଡମିଶନ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.