ETV Bharat / city

ରମାଦେବୀ ବିଶ୍ବବିଦ୍ୟାଳୟର UG-PG ପରୀକ୍ଷା ଫଳ: ବେଷ୍ଟ ଗ୍ରାଜୁଏଟ ଶ୍ବେତପଦ୍ମା ତ୍ରିପାଠୀ

ବାହାରିଲା ରମାଦେବୀ ବିଶ୍ବବିଦ୍ୟାଳୟର ୟୁଜି- ପିଜି ପରୀକ୍ଷା ଫଳ। ବେଷ୍ଟ ଗ୍ରାଜୁଏଟ ଶ୍ବେତପଦ୍ମା ତ୍ରିପାଠୀ । ବିଶ୍ବବିଦ୍ୟାଳୟର ପିଜିରେ ମୋଟ ୯୧.୮୮ % ପାସହାର ରହିଛି । ଅଧିକ ପଢନ୍ତୁ...

PG and UG results of ramadevi university
ରମାଦେବୀ ବିଶ୍ବବିଦ୍ୟାଳୟର UG-PG ପରୀକ୍ଷା ଫଳ; ବେଷ୍ଟ ଗ୍ରାଜୁଏଟ ଶ୍ବେତପଦ୍ମା ତ୍ରିପାଠୀ
author img

By

Published : Sep 20, 2021, 8:28 PM IST

ଭୁବନେଶ୍ବର : ପ୍ରକାଶ ପାଇଲା ରମାଦେବୀ ବିଶ୍ବବିଦ୍ୟାଳୟର ୟୁଜି-ପିଜି ପରୀକ୍ଷା ଫଳ । ୟୁଜିରେ ମୋଟ 24 ବିଭାଗରେ ପରୀକ୍ଷା ହୋଇଥିଲା। ସମସ୍ତ ପରୀକ୍ଷା ଅନଲାଇନ ମାଧ୍ୟମରେ ହୋଇଥିଲା। କେମିଷ୍ଟ୍ରି ଅନର୍ସର ଶ୍ବେତପଦ୍ମା ତ୍ରିପାଠୀ ବେଷ୍ଟ ଗ୍ରାଜୁଏଟ ହୋଇଛନ୍ତି ।

PG and UG results of ramadevi university
ରମାଦେବୀ ବିଶ୍ବବିଦ୍ୟାଳୟର UG-PG ପରୀକ୍ଷା ଫଳ; ବେଷ୍ଟ ଗ୍ରାଜୁଏଟ ଶ୍ବେତପଦ୍ମା ତ୍ରିପାଠୀ

ପ୍ରକାଶ ପାଇଲା ରମାଦେବୀ ବିଶ୍ବବିଦ୍ୟାଳୟର ୟୁଜି- ପିଜି ପରୀକ୍ଷା ଫଳ। ୟୁଜିରେ ମୋଟ 24 ବିଭାଗରେ ପରୀକ୍ଷା ହୋଇଥିଲା। ସମସ୍ତ ପରୀକ୍ଷା ଅନଲାଇନ ମାଧ୍ୟମରେ ହୋଇଥିଲା। ପିଜି ଅର୍ଥନୀତିରେ ଶତପ୍ରତିଶତ ରେଜଲ୍ଟ ହୋଇଛି । ଏଜୁକେସନରେ ୯୭.୭୩%, ଇଂରାଜୀରେ ୯୬.୭୭ % , ହିନ୍ଦୀରେ ୯୩.୫୫ %, ହୋମ ସାଇନ୍ସରେ ୭୦% ଓଡ଼ିଆରେ ୯୦.୫୭ %, ରାଜନୀତି ବିଜ୍ଞାନରେ ୯୪.୧୩%, ସାମାଜିକ ବିଜ୍ଞାନ ୬୪.୨୯%, ସାଧାରଣ ଜ୍ଞାନ 95.83%, ବାୟୋଟେକ୍ନଲୋଜି 90.32 %, କମ୍ପ୍ୟୁଟର ସାଇନ୍ସ 95.45%, ଜୀବ ବିଜ୍ଞାନ ୯୬.୮୮%,ଇଣ୍ଡଷ୍ଟ୍ରିଆଲ ମଇକ୍ରୋବାଇଲୋଜି ୮୭.୫% ,ବାଣିଜ୍ୟ ୯୧.୪୫% ପ୍ରତିଶତ ରହିଛି । ରମାଦେବୀ ବିଶ୍ବବିଦ୍ୟାଳୟର ପିଜିରେ ମୋଟ ୯୧.୮୮ % ପାସହାର ରହିଛି ।

ବେଷ୍ଟ ଗ୍ରାଜୁଏଟ କେମିଷ୍ଟ୍ରି ଅନର୍ସ ଶ୍ବେତପଦ୍ମା ତ୍ରିପାଠୀ ହୋଇଛନ୍ତି। ପିଜିରେ ମୋଟ ୪୩୧ ପରୀକ୍ଷା ଦେଇଥିଲେ। ୩୯୬ ଛାତ୍ରୀ ପାସ କରିଛନ୍ତି । ୟୁଜିରେ ମୋଟ ୭୦୮୮ ଜଣ ପରୀକ୍ଷା ଦେଇଥିଲେ। ସେଥି ମଧ୍ୟରୁ ୬୪୨୫ ଜଣ ଛାତ୍ରୀ ପାସ କରିଛନ୍ତି । ୟୁଜିରେ ବିଜ୍ଞାନରେ ସର୍ବାଧିକ ୯୨.୦୬ ପ୍ରତିଶତ ରେଜଲ୍ଟ । କମର୍ସରେ ୭୮.୩୩% ରେଜଲ୍ଟ । କଳାରେ ୯୧.୮୪ ପ୍ରତିଶତ ପାସ ହାର ହୋଇଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.