ETV Bharat / city

Petrol Diesel Price: ଆଜି କେଉଁଠି କେତେ ପେଟ୍ରୋଲ-ଡିଜେଲ ଦର ?

author img

By

Published : Jul 8, 2022, 7:17 AM IST

ସାଧାରଣ ଲୋକଙ୍କ ମୁଣ୍ଡବିନ୍ଧାର କାରଣ ସାଜୁଥିବା ପେଟ୍ରୋଲ ଓ ଡିଜେଲ ଦର ଏବେ ସାମାନ୍ୟ ଆଶ୍ବସ୍ତି ଆଣିଛି । ଭୁବନେଶ୍ବର ସମେତ ଅନେକ ଜିଲ୍ଲାମାନଙ୍କରେ କିଛିଟା ମାତ୍ରାରେ ତୈଳଦର କମିଛି । ତେବେ ନଜର ପକାନ୍ତୁ ଆଜି ରାଜ୍ୟର କେଉଁ ସହରରେ କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର । ଦେଖନ୍ତୁ କେଉଁଠି କେତେ ରହିଛି ତୈଳ ଦର ।

Petrol Diesel Price: ଆଜି କେଉଁଠି କେତେ ପେଟ୍ରୋଲ-ଡିଜେଲ ଦର ?
Petrol Diesel Price: ଆଜି କେଉଁଠି କେତେ ପେଟ୍ରୋଲ-ଡିଜେଲ ଦର ?

ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ବର 103.1994.76
ଅନୁଗୋଳ105.05 96.55
ବାଲେଶ୍ବର103.58 95.14
କଟକ103.5695.12
ଗଞ୍ଜାମ104.7996.29
ପୁରୀ103.11 94.68
ସମ୍ବଲପୁର103.58 95.16
କେନ୍ଦ୍ରାପଡା103.194.66
ବଲାଙ୍ଗୀର105.56 97.06
ମାଲକାନଗିରି109.20100.56

ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ବର 103.1994.76
ଅନୁଗୋଳ105.05 96.55
ବାଲେଶ୍ବର103.58 95.14
କଟକ103.5695.12
ଗଞ୍ଜାମ104.7996.29
ପୁରୀ103.11 94.68
ସମ୍ବଲପୁର103.58 95.16
କେନ୍ଦ୍ରାପଡା103.194.66
ବଲାଙ୍ଗୀର105.56 97.06
ମାଲକାନଗିରି109.20100.56
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.