ETV Bharat / city

ବଢିଛି ଚାଷୀଙ୍କ ଆୟ, ବଢୁଛି କୀଟନାଶକର ବ୍ୟବହାର - bhubaneswar news

ରାଜ୍ୟରେ ଚାଷୀଙ୍କ ଆୟରେ ବୃଦ୍ଧି ଘଟିଛି । 2012-13ରେ ଚାଷୀ ପରିବାରର ହାରାହାରି ଆୟ ମାସକୁ 4976 ଥିବାବେଳେ 2016-17ରେ ଏହା 7731 ଟଙ୍କା ରହିଛି । ଅଧିକ ପଢନ୍ତୁ...

Pesticide demand is increasing in fields
ଚାଷ ଜମିରେ ସାର ଓ କୀଟନାଶକର ବଢୁଛି ବ୍ୟବହାର
author img

By

Published : Feb 17, 2020, 5:15 PM IST

ଭୁବନେଶ୍ବର: ରାଜ୍ୟରେ ଚାଷୀଙ୍କ ଆୟରେ ବୃଦ୍ଧି ଘଟିଛି । 2012-13ରେ ଚାଷୀ ପରିବାରର ହାରାହାରି ଆୟ ମାସକୁ 4,976 ଥିବାବେଳେ 2016-17ରେ ଏହା 7,731 ଟଙ୍କା ରହିଛି । ଅର୍ଥାତ୍‌ 4 ବର୍ଷରେ ମାସକୁ 2,755 ଟଙ୍କା ଚାଷୀଙ୍କ ଆୟରେ ବୃଦ୍ଧି ଘଟିଛି ।

Pesticide demand is increasing in fields
ଚାଷ ଜମିରେ ସାର ଓ କୀଟନାଶକର ବଢୁଛି ବ୍ୟବହାର

ସେହିପରି ବାର୍ଷିକ ଆୟରେ 11.୬ ପ୍ରତିଶତ ବୃଦ୍ଧି ପାଇଛି । ଜାତୀୟ ସ୍ତରରେ ଏହା 8.6 ପ୍ରତିଶତ ରହିଛି । ଚାଷୀଙ୍କ ଆୟ ବୃଦ୍ଧି ପାଇ ରାଜ୍ୟ ସରକାର କାଳିଆ ଯୋଜନା ପ୍ରଣୟନ କରିଛନ୍ତି । ରାଜ୍ୟରେ ଚାଷ ଜମିରେ ସାର ବ୍ୟବହାର ମଧ୍ୟ ବଢୁଛି । 2013-14ରେ ହେକ୍ଟର ପିଛା 57 କେଜି ସାର ବ୍ୟବହାର କରୁଥିବା ବେଳେ 2017-18ରେ 68 କେଜି, 2018 -19ରେ 73 କେଜି ସାର ବ୍ୟବହାର ହେଉଛି । କୀଟନାଶକ ଔଷଧ ବ୍ୟବହାର ମଧ୍ୟ ବଢୁଛି । 2013-14ରେ ହେକ୍ଟର ପିଛା 144 ଗ୍ରାମ ଥିବାବେଳେ 2018-19ରେ ହେକ୍ଟର ପିଛା ରହିଛି 161 ଗ୍ରାମ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.