ETV Bharat / city

ନବୀନ ନିବାସରେ ନୟାଗଡବାସୀ, ଡାକ୍ତରଖାନାରେ ଶଯ୍ୟା ବୃଦ୍ଧି ଘଟଣାରେ ଦେଲେ ଶୁଭେଚ୍ଛା

author img

By

Published : Nov 2, 2019, 1:17 PM IST

Updated : Nov 2, 2019, 2:54 PM IST

ନୟାଗଡ ଡାକ୍ତରଖାନାର ୧୦୦ଟି ଶଯ୍ୟା ବୃଦ୍ଧି ଘୋଷଣା ପରେ ନବୀନ ନିବାସରେ ପହଞ୍ଚିଛନ୍ତି ଶତାଧିକ ନୟାଗଡବାସୀ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ନୟାଗଡ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ୧୦୦ଟି ଶଯ୍ୟା ବୃଦ୍ଧି ଘୋଷଣା ପରେ ନବୀନ ନିବାସରେ ପହଞ୍ଚିଛନ୍ତି ଶତାଧିକ ନୟାଗଡବାସୀ । ଜିଲ୍ଲାର ଉନ୍ନତି କରିବା ଦିଗରେ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ନୟାଗଡବାସୀ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ନୟାଗଡ ଚିକିତ୍ସାଳୟରେ ଶଯ୍ୟା ସଂଖ୍ୟା ବୃଦ୍ଧି ନିମନ୍ତେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହି ଘୋଷଣା ପରେ ନୟାଗଡର ଜିଲ୍ଲାର ଶତାଧିକ ଜନସାଧାରଣ ନବୀନ ନିବାସରେ ପହଞ୍ଚିଛନ୍ତି । ନୟାଗଡ ବିଧାୟକ ଅରୁଣ ସାହୁଙ୍କ ନେତୃତ୍ବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି ନୟାଗଡବାସୀ ।

ଡାକ୍ତରଖାନାରେ ଶଯ୍ୟା ବୃଦ୍ଧି ଆଗାମୀ ଦିନରେ ରୋଗୀ ସେବା ଦିଗରେ ବେସ ସହାୟକ ହେବ ବୋଲି ବିଧାୟକ ଅରୁଣ ସାହୁ କହିଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Intro:ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଲେ ନୟାଗଡବାସୀ।

ମୁଖ୍ୟମନ୍ତ୍ରୀଙ୍କ ନୟାଗଡ ଡାକ୍ତରଖାନାରେ ୧୦୦ ଶଯ୍ୟା ବିଶିଷ୍ଟ ବେଡ଼ ଘୋଷଣା ପରେ ନବୀନ ନିବାସରେ ପଅହଂଚିଛନ୍ତି ଶତାଧିକ ନୟାଗଡବାସୀ।। ଜିଲ୍ଲାର ଉନ୍ନତି କରିବା ଦିଗରେ ଘୋଷଣା କରିବାପରେ ସେନେଇ ନମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜାଣିଛନ୍ତି ନୟାଗଡବାସୀ।

Body:

ନୟାଗଡ ଚିକିତ୍ସା ଳୟ ପାଇଁ ଶଯ୍ୟା ସଂଖ୍ୟା ବୃଦ୍ଧି ନିମନ୍ତେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହି ଘୋଷଣା ପରେ ନୟାଗଡ ର ଜିଲ୍ଲାର ଶତାଧିକ ଜନସାଧାରଣ ନବୀନ ନିବାସ ରେ ପହଞ୍ଚିଛନ୍ତି। ନୟାଗଡ ବିଧାୟକ ଅରୁଣ ସାହୁଙ୍କ ନେତୃତ୍ବରେ ନୟାଗଡ ର ଜଣସାଧାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି। ଡାକ୍ତର ଖାନା ରେ ଶଯ୍ୟା ବୃଦ୍ଧି ଆଗାମୀ ଦିନରେ ରୋଗୀ ସେବା ଦିଗରେ ବେସ ସହାୟକ ହେବ ବୋଲି ଅରୁଣ ସାହୁ କହିଛନ୍ତି।

Byte- ଅରୁଣ ସାହୁ, ମନ୍ତ୍ରୀ।

Conclusion:
Last Updated : Nov 2, 2019, 2:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.