ETV Bharat / city

ନବବର୍ଷରେ ଓଡିଶା ପିସିସିର ହେବ ନବକଳେବର

ନୂଆ ବର୍ଷରେ ଓଡିଶ ପିସିସିର ନୂଆ ଟିମ। ରାଜ୍ୟ କଂଗ୍ରେସର ଯୁବ, ମହିଳା ଓ ଛାତ୍ରପରି ଛାମୁଆ ସଙ୍ଗଠନର ସଭାପତି ଓ କର୍ମକର୍ତ୍ତାଙ୍କ ନାଁ ଘୋଷଣା କରାଯିବ। ଏନେଇ ରାଜ୍ୟ କଂଗ୍ରେସ ପକ୍ଷରୁ ସମସ୍ତ ତାଲିକା ପ୍ରସ୍ତୁତ କରାଯାଇ ହାଇକମାଣ୍ଡଙ୍କ ପାଖକୁ ପଠାଯାଇଛିl ଅଧିକ ପଢନ୍ତୁ...

ନବବର୍ଷରୁ ପିସିସିର ନୂଆ ରୂପ
ନବବର୍ଷରୁ ପିସିସିର ନୂଆ ରୂପ
author img

By

Published : Dec 21, 2019, 4:10 PM IST

ଭୁବନେଶ୍ବର: ନବବର୍ଷରୁ ଓଡିଶା କଂଗ୍ରେସର ହେବ ନବକଳେବର । ଗଠନ ହେବ ନୂଆ ଟିମ୍। ବଛା ହୋଇପାରନ୍ତି ବର୍ତ୍ତମାନର ପିସିସ ସଭାପତିଙ୍କ ଉତ୍ତରାଧିକାରୀ।ପିସିସିର ନୂଆ ଟିମ, ଯୁବ, ମହିଳା ଓ ଛାତ୍ରପରି ଛାମୁଆ ସଙ୍ଗଠନର ସଭାପତି ଓ କର୍ମକର୍ତ୍ତାଙ୍କ ନାଁ ଘୋଷଣା କରାଯିବ l ଏନେଇ ରାଜ୍ୟ କଂଗ୍ରେସ ପକ୍ଷରୁ ସମସ୍ତ ତାଲିକା ପ୍ରସ୍ତୁତ କରାଯାଇ ହାଇକମାଣ୍ଡଙ୍କ ପାଖକୁ ପଠାଯାଇଛି l ଜାନୁୟାରୀ ପ୍ରଥମ ସପ୍ତାହରେ ଏହା ଉପରେ ମୋହର ବାଜିବ ବୋଲି ଏବର ରାଜ୍ୟ କଂଗ୍ରେସ ମୁଖିଆ ନିରଞ୍ଜନ ପଟ୍ଟନାୟକ କହିଛନ୍ତି l ସେହିପରି ପିସିସି ସଭାପତି ବଦଳିବା ନେଇ ମଧ୍ୟ ଆଲୋଚନା ହୋଇଛି l କଂଗ୍ରେସର ଅନ୍ତରୀଣ ଅଧକ୍ଷା ସୋନିଆ ଗାନ୍ଧି ଯାହା ନିଷ୍ପତ୍ତି ନେବେ ତାହାକୁ ଦଳ ଗ୍ରହଣ କରିବ ବୋଲି ସେ କହିଛନ୍ତି।

ନବବର୍ଷରୁ ପିସିସିର ନୂଆ ରୂପ

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ନୂଆ ବର୍ଷରେ କଂଗ୍ରେସର ନୂଆ ଟିମ l ପିସିସିର ନୂଆ ଟିମ, ଯୁବ, ମହିଳା ଓ ଛାତ୍ର ପରି ଛାମୁଆ ସଂଗଠନର ସଭାପତି ଓ କର୍ମକର୍ତ୍ତା ଙ୍କ ନାଁ ଘୋଷଣା କରାଯିବ l ଏନେଇ ରାଜ୍ୟ କଂଗ୍ରେସ ପକ୍ଷରୁ ସମସ୍ତ ତାଲିକା Body:ପ୍ରସ୍ତୁତ କରାଯାଇ ହାଇକମାଣ୍ଡଙ୍କ ପାଖକୁ ପଠା ଯାଇଛି l ଜାନୁୟାରୀ ପ୍ରଥମ ସପ୍ତାହରେ ଏହା ଉପରେ ମୋହର ବାଜିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି l Conclusion:ସେହିପରି ପିସିସି ସଭାପତି ବଦଳିବା ନେଇ ମଧ୍ୟ ଆଲୋଚନା ହୋଇଛି l ତେବେ କଂଗ୍ରେସ ଅଧକ୍ଷ ସୋନିଆ ଗାନ୍ଧି ଯାହା ନିଷ୍ପତି ନେବେ l
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.