ETV Bharat / city

ଭାରତୀୟ ନିର୍ବାଚନ ଆୟୋଗଙ୍କ ହାତରେ ପାଟକୁରାର ଭାଗ୍ୟ

ପାଟକୁରା ବିଜେଡି ବିଧାୟକ ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ହେବା ପରେ ରାଜ୍ୟ ରାଜନୀତିରେ ଚହଳ । କାରଣ ପାଟକୁରାରେ ନିର୍ବାଚନ ବାତିଲ ହେବା ପରେ ଏବେ ଅନିଶ୍ଚିତତା ମଧ୍ୟରେ ଅନ୍ୟ ପ୍ରାର୍ଥୀ ।

author img

By

Published : Apr 21, 2019, 9:35 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ପାଟକୁରା ବିଜେଡି ବିଧାୟକ ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ହେବା ପରେ ରାଜ୍ୟ ରାଜନୀତିରେ ଚହଳ । କାରଣ ପାଟକୁରାରେ ନିର୍ବାଚନ ବାତିଲ ହେବା ପରେ ଏବେ ଅନିଶ୍ଚିତତା ମଧ୍ୟରେ ଅନ୍ୟ ପ୍ରାର୍ଥୀ । ନିର୍ବାଚନ ବାତିଲ ହେବା ନେଇ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ଅବଗତ କରାଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ।

ଅନ୍ୟପଟେ ରିଟର୍ଣ୍ଣିଂ ଅଫିସରଙ୍କ ରିପୋର୍ଟ ଅନୁସାରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ତେବେ ଏଠାରେ ଆଗାମୀ ଦିନମାନଙ୍କରେ ନିର୍ବାଚନ ହେବ ନା ନାହିଁ ତାହା ଭାରତୀୟ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେବେ।

ସୂଚନାଯୋଗ୍ୟ, ଶନିବାର ପାଟକୁରାର ବିଜେଡି ବିଧାୟକ ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ହୋଇଥିଲା । ତେବେ ଏହାକୁ ନଜରରେ ରଖି ସେଠାରେ ନିର୍ବାଚନକୁ ବାତିଲ କରାଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.