ETV Bharat / city

କୋରୋନା ଯୋଦ୍ଧାଙ୍କୁ ଉପହାର ଦେଇ ସମ୍ମାନିତ କଲା ପରିଚୟ ଫାଉଣ୍ଡେସନ - ପରିଚୟ ଫାଉଣ୍ଡେସନ

ମହାମାରୀ କୋରୋନା ଯୁଦ୍ଧରେ କୋରୋନା ଯୋଦ୍ଧାଙ୍କୁ ଉପହାର। ପରିଚୟ ଫାଉଣ୍ଡେସନ ପକ୍ଷରୁ ବିଏମସିରେ କିଟକାଟ ଚୋକଲେଟ, ନେସକେଫେ କଫି ମୁଞ୍ଚ ଚୋକଲେଟ ବଣ୍ଟନ କରାଯାଇଛି। ଅଧିକ ପଢନ୍ତୁ..

ପରିଚୟ ଫାଉଣ୍ଡେସନ ପକ୍ଷରୁ କୋରୋନା ଯୋଦ୍ଧାଙ୍କୁ ଉପହାର ପ୍ରଦାନ

author img

By

Published : Jun 29, 2020, 9:30 PM IST

ଭୁବନେଶ୍ବର: କୋରୋନା ଯୋଦ୍ଧାଙ୍କୁ ଉପହାର। ମହାମାରୀ କୋରୋନା ଯୁଦ୍ଧରେ କୋରୋନା ଯୋଦ୍ଧାଙ୍କୁ ଉପହାର। ପରିଚୟ ଫାଉଣ୍ଡେସନ ପକ୍ଷରୁ ବିଏମସିରେ କିଟକାଟ ଚକୋଲେଟ, ନେସକେଫେ କଫି ମୁଞ୍ଚ ଚକୋଲେଟ ବଣ୍ଟନ କରାଯାଇଛି। କୋରୋନା ମୁକାବିଲା ନେଇ ବିଏମସି ସଫେଇ କର୍ମଚାରୀଙ୍କ ଅବଦାନ ଅତୁଳନୀୟ । ସୋମବାର ଭୁବନେଶ୍ୱର ମହାନଗର ନିଗମରେ ରାଜ୍ୟର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ପରିଚୟ ଫାଉଣ୍ଡେସନ ପକ୍ଷରୁ ନେସଲେ କମ୍ପାନୀ ଦ୍ୱାରା ପ୍ରସ୍ତୁତ ପ୍ରାୟ ୧୦ ଲକ୍ଷ ଟଙ୍କାର କିଟକାଟ ଚକୋଲେଟ, ନେସଲେ କଫି କିଟ ବଣ୍ଟନ କରାଯାଇଛି। ପ୍ରାୟ ୫ ଜଣ ସଫେଇ କର୍ମଚାରୀଙ୍କୁ ଏହି ଉପହାର ଦିଆଯାଇଛି।

ପରିଚୟ ଫାଉଣ୍ଡେସନ ପକ୍ଷରୁ କୋରୋନା ଯୋଦ୍ଧାଙ୍କୁ ଉପହାର ପ୍ରଦାନ
କୋରୋନା ମହାମାରୀ ସମୟରେ କୋରୋନା ଯୋଦ୍ଧା ମାନେ ନିଜକୁ ଉତ୍ସର୍ଗୀକୃତ କରି ସେବା କରୁଛନ୍ତି । ପରିଚୟ ଫାଉଣ୍ଡେସନ ପକ୍ଷରୁ ନେସଲେ କମ୍ପାନୀର ବିଭିନ୍ନ ଚକୋଲେଟ, କଫି କିଟ ବଣ୍ଟା ଯିବ । ଏଭଳି ସମୟରେ ସେମାନଙ୍କ ମୁହଁରେ ଟିକେ ହସ ଫୁଟାଇବାକୁ ଏହା ଏକ ପ୍ରୟାସ ମୁଁ ଅତ୍ୟନ୍ତ ଆନନ୍ଦିତ ବୋଲି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି। ସେପଟେ ଏଭଳି ଏକ କାର୍ଯ୍ୟ କରୁଥିବାରୁ ପରିଚୟ ଫାଉଣ୍ଡେସନ ନିଜକୁ ଧନ୍ୟ ମନେକରୁଛି,ଆଗକୁ ଏଭଳି କାର୍ଯ୍ୟ ଜାରି ରହିବ ବୋଲି ପରିଚୟ ଫାଉଣ୍ଡେସନର ପ୍ରତିଷ୍ଠାତା ରୋଜାଲିନ ପାଟଶାଣୀ କହିଛନ୍ତି।ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.