ETV Bharat / city

ଦିନ ଦୟାଲଙ୍କ ଜନ୍ମ ଜୟନ୍ତୀ ପାଳିଲା ବିଜେପି

author img

By

Published : Sep 25, 2021, 1:39 PM IST

ଆଜି ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜନୀତିଜ୍ଞଙ୍କ ଜୟନ୍ତୀ ପାଳନ । ଅଧିକ ପଢନ୍ତୁ...

ଦିନ ଦୟାଲଙ୍କ ଜନ୍ମ ଜୟନ୍ତୀ ପାଳନ କଲା ବିଜେପି
ଦିନ ଦୟାଲଙ୍କ ଜନ୍ମ ଜୟନ୍ତୀ ପାଳନ କଲା ବିଜେପି

ଭୁବନେଶ୍ବର: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜନୀତିଜ୍ଞ ଦିନ ଦୟାଲଙ୍କ ୧୦୬ ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି । ପଣ୍ଡିତ ଦିନ ଦୟାଲ ନିମ୍ନସ୍ତରରେ ଥିବା ଲୋକଟି ମୁହଁରେ କିଭଳି ହସ ଫୁଟାଇ ହେବ । ସେ ଉପରେ ଗୁରୁତ୍ୱ ଦେଉଥିଲେ । ଯାହା ଏବେ ପ୍ରଧାନମନ୍ତ୍ରୀ ମୋଦି ସବକା ସାଥ ସବକା ବିକାଶ ନାଁରେ ସେ ସବୁ କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି ।

ଦିନ ଦୟାଲଙ୍କ ଜନ୍ମ ଜୟନ୍ତୀ ପାଳନ କଲା ବିଜେପି

ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ବରିଷ୍ଠ ନେତା ସମ୍ବିତ ପାତ୍ର, ରାଷ୍ଟ୍ରୀୟ ପ୍ରଭାରୀ ଏବଂ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ଉପସ୍ଥିତ ରହିଥିଲେ । ସେପଟେ, ପିପିଲି ଉପନିର୍ବାଚନ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର । ନିର୍ବାଚନ ପାଇଁ ବିଜେପି ପୁରା ପ୍ରସ୍ତୁତ ରହିଛି । ଏଥର ନିର୍ବାଚନ ରେଜଲ୍ଟ ବିଜେପି ସପକ୍ଷରେ ବୋଲି କହିଛନ୍ତି ବିଜୟ ପାଲ ସିଂ ତୋମାର।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.