ETV Bharat / city

ସ୍ମାର୍ଟ କାର୍ଡ ବଣ୍ଟନକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

author img

By

Published : Jan 7, 2022, 10:37 PM IST

ରାଜ୍ୟ ସରକାରଙ୍କ ସ୍ମାର୍ଟ କାର୍ଡ ବଣ୍ଟନକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ । କଂଗ୍ରେସ ନେତା ପଞ୍ଚାନନ କାନୁନଗୋ 96.5 ଲକ୍ଷ ପରିବାରକୁ 150 କୋଟି ଟଙ୍କାରେ କେମିତି ସ୍ୱାସ୍ଥ୍ୟସେବା ଯୋଗାଇ ହେବ ବୋଲି ପ୍ରଶ୍ନ କରିଛନ୍ତି । ଅଧିକ ପଢନ୍ତୁ

Congress Press Conference: ସ୍ମାର୍ଟ କାର୍ଡ ବଣ୍ଟନକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ସ୍ମାର୍ଟ କାର୍ଡ ବଣ୍ଟନକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ । କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ସମ୍ବାଦିକ ସମ୍ମିଳନୀ କରି ବଜେଟ ବ୍ୟବସ୍ଥା ନଥିବା ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି । 96.5 ଲକ୍ଷ ପରିବାରକୁ 150 କୋଟି ଟଙ୍କାରେ କେମିତି ସ୍ୱାସ୍ଥ୍ୟସେବା ଯୋଗାଇ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଗୋଟିଏ ପରିବାର ପିଛା ଯଦି ହାରାହାରି 7.50 ଲକ୍ଷ ଟଙ୍କା ଖର୍ଚ୍ଚ ହେଲେ 2 ପ୍ରତିଶତ ଲୋକଙ୍କ ଚିକିତ୍ସା ପାଇଁ 14 ହଜାର 500 କୋଟି ଟଙ୍କା ଦରକାର ଏତେ ଟଙ୍କା ବଜେଟରେ ଯୋଗାଇପାରିବେ କି ବୋଲି ପ୍ରଶ୍ନ କରିଛନ୍ତି ପଞ୍ଚାନନ । ଆଗକୁ ପଞ୍ଚୟତ ଓ ପୌର ନିର୍ବାଚନ ଆସୁଥିବାରୁ ଭୋଟ ପାଇଁ ଏଭଳି ଯୋଜନା କରିବା ସହ କେବଳ ପ୍ରଚାରରେ 11.5 କୋଟି ଟଙ୍କା ସରକାର ଖର୍ଚ୍ଚ କରିଛନ୍ତି ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.