ETV Bharat / city

ପକ୍କା ଘର ଦୁର୍ନୀତି ଅଭିଯୋଗ: ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ସାଂସଦ ଅପରାଜିତାଙ୍କ ଚିଠି - ପକ୍କାଘର ଅନିୟମିତତା

ନିଜ ସଂସଦୀୟ କ୍ଷେତ୍ରରେ ହୋଇଛି ପକ୍କାଘର ଅନିୟମିତତା। ଯାହାକୁ ନେଇ ପଞ୍ଚାୟତି ରାଜ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଅଧିକ ଖବର ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 23, 2019, 12:17 PM IST

ଭୁବନେଶ୍ବର: ନିଜ ସଂସଦୀୟ କ୍ଷେତ୍ରରେ ହୋଇଛି ପକ୍କାଘର ଅନିୟମିତତା । ଯୋଗ୍ୟ ହିତାଧିକାରୀଙ୍କୁ ଜାଣିଶୁଣି ବାଦ ଦିଆଯାଇଛି । ଉଦ୍ଦେଶ୍ୟ ମୂଳକ ଭାବରେ ଅନେକ ହିତାଧିକାରୀ ବାଦ ପଡିଛନ୍ତି । ଏପରିକି କୋର୍ଟଙ୍କ ରାୟକୁ ବି ଶୁଣୁନାହାଁନ୍ତି ବୋଲି ଅଭିଯୋଗ ବାଢିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ।

ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ସାଂସଦ ଅପରାଜିତାଙ୍କ ଚିଠି
ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ନିଜ ସଂସଦୀୟ କ୍ଷେତ୍ର କପିଳେଶ୍ବର, ଗଡମନତିର, ରାମଚନ୍ଦ୍ରପୁର, ବାଲିବେରେନୀ ଅଞ୍ଚଳରେ ଏଭଳି ଅନିୟମିତତା ଦେଖାଦେଇଛି । ତେବେ ସାରା ଓଡ଼ିଶାରେ ଏଭଳି ସ୍ଥିତି ସବୁଆଡେ ଦେଖା ଦେଇଛି ବୋଲି ସେ କହିଛନ୍ତି । ଏହି ଅଭିଯୋଗ ଆଣି ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।

ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ସାଂସଦ ଅପରାଜିତାଙ୍କ ଚିଠି
ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ନିଜ ସଂସଦୀୟ କ୍ଷେତ୍ରରେ ହୋଇଛି ପକ୍କାଘର ଅନିୟମିତତା। ଯୋଗ୍ୟ ହିତାଧିକାରୀ ଙ୍କୁ ଜାଣିଶୁଣି ବାଦ ଦିଆଯାଇଛି। ଉଦ୍ଦେଶ୍ୟ ମୂଳକ ଭାବରେ ଅନେକ ହିତାଧିକାରୀ ବାଦ ପଡିଛନ୍ତି। ଏପରିକି କୋର୍ଟଙ୍କ ରାୟକୁ ବି ଶୁଣୁ ନାହାଁନ୍ତି। ଏମିତି କିଛି ଅଭିଯୋଗ ବାଢିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ନିଜ ସଂସଦୀୟ କ୍ଷେତ୍ର କପିଳେଶ୍ୱର, ଗଡମନତିର, ରାମଚନ୍ଦ୍ରପୁର, ବାଲିବେରେନି ଅଂଚଳରେ ଏଭଳି ଅନିୟମିତତା ଦେଖା ଦେଇଛି। ତେବେ ସାରା ଓଡ଼ିଶାରେ ଏଭଳି ସ୍ଥିତି ସବୁଆଡେ ଦେଖା ଦ3ଇଛି।Body:KConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.