ETV Bharat / city

ଜାତୀୟ ସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ - ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ପରିସରରେ ଜାତୀୟ ସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ

ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ପରିସରରେ ଜାତୀୟ ସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ ‘ସ୍ପେସ୍ ଆଣ୍ଡ ସ୍ପେସ୍ ଏକ୍ସଷ୍ଟ୍ରା’ ଉଦଘାଟିତ ହୋଇଛି । ଏହି ଅବସରରେ ଓଡିଶା ସିନେଜଗତର ବରିଷ୍ଠ ଅଭିନେତା ମିହିରି ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

painting exhibition in mordern art gallery
ଜାତୀୟ ସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ
author img

By

Published : Dec 22, 2019, 11:01 PM IST

ଭୁବନେଶ୍ୱର: ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ପରିସରରେ ଜାତୀୟ ସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ ‘ସ୍ପେସ୍ ଆଣ୍ଡ ସ୍ପେସ୍ ଏକ୍ସଷ୍ଟ୍ରା’ ଉଦଘାଟିତ ହୋଇଛି । ଏହାକୁ ଓଡିଶା ସିନେମା ଜଗତର ବରିଷ୍ଠ ଅଭିନେତା ମିହିର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି ।

ଜାତୀୟ ସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ
ନୋଏଡା ସ୍ଥିତ ରିଭିସା ଆର୍ଟ ଫାଉଣ୍ଡେସନ ଓ ନୂଆଦିଲ୍ଲୀର ଏକ ପ୍ରକାଶନ ସଂସ୍ଥାର ମିଳିତ ଆନୁକୂଲ୍ୟରେ 6 ଜଣ ଶିଳ୍ପୀଙ୍କ କଳାକୃତି ଏଠାରେ ପ୍ରଦର୍ଶିତ କରାଯାଇଛି । ଏଥିରେ 2ଜଣ ବରିଷ୍ଠ ଶିଳ୍ପୀଙ୍କ ସମେତ 3ଜଣ ଶିକ୍ଷୟତ୍ରୀ ସାମିଲ ଥିବା କହିଛନ୍ତି ପ୍ରଦର୍ଶନୀର ସଂଗ୍ରାହକ ବିଜୟ ଶଙ୍କର । ଏହି ପ୍ରଦର୍ଶନୀ ଆସନ୍ତା ଡିସେମ୍ବର 26 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏଠାକାର କଳାପ୍ରେମୀ ଏହାକୁ ଦେଖିବା ସହ ନିଜର ମତାମତ ଦେବାକୁ ବିଜୟ ଶଙ୍କର ଅନୁରୋଧ କରିଛନ୍ତି ।

ଏହି ଅବସରରେ ସ୍କୁଲ ପିଲାଙ୍କ ମଧ୍ୟରେ ଏକ ପ୍ରବନ୍ଧଲିଖନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ସେ ପ୍ରକାଶ କରିଛନ୍ତି । ଏହି ପ୍ରଦର୍ଶନୀରେ ଶ୍ରୀରାମ ଗୋହରୀ, ମଧୁମିତା ବର୍ମା, ରବୀନ୍ଦ୍ର ବର୍ମା, ମିନୁ ବର୍ମା, ପ୍ରମୋଦ ବରୁଆ ଓ ନେହା ବର୍ମା ପ୍ରମୁଖଙ୍କ ଚିତ୍ରଶିଳ୍ପୀ ପ୍ରଦର୍ଶିତ କରାଯାଉଛି ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଭୁବନେଶ୍ୱରର ମର୍ଡନ ଆର୍ଟ ଗ୍ୟାଲେରୀ ପରିସରରେ ଏକ ଜାତୀୟ ସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ ସ୍ପେସ ଆଣ୍ଡ ସ୍ପେସ ଏକ୍ସଷ୍ଟ୍ରା ଉଦ୍ଘାଟିତ ହୋଇଯାଇଛି।ଯାହାକୁ ଓଡିଶା ସିନେମା ଜଗତର ବରିଷ୍ଠ ଅଭିନେତା ଶ୍ରୀଯୁକ୍ତ ମିହିର ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍ଘାଟନ କରିଛନ୍ତି।

Body:ନୋଏଡା ସ୍ଥିତ ରିଭିସା ଆର୍ଟ ଫାଉଣ୍ଡେସନ ଓ ନୂଆଦିଲ୍ଲୀର କ ପ୍ରକାଶନ ସଂସ୍ଥାର ମିଳିତ ଆନୁକୂଲ୍ୟରେ ସେଠାକର 6ଜଣ ଶିଳ୍ପୀଙ୍କ କଳାକୃତି ଏଠାରେ ପ୍ରଦର୍ଶିତ ହୋଇଛି।ଯେଉଁଥିରେ 2ଜଣ ବରିଷ୍ଠ ଶିଳ୍ପୀଙ୍କ ସମେତ 3ଜଣ ଶିକ୍ଷୟତ୍ରୀ ସାମିଲ ଥିବା କହିଛନ୍ତି ଏହି ପ୍ରଦର୍ଶନୀର କ୍ୟୁରେଟର ବିଜୟ ଶଙ୍କର।ଏହି ପ୍ରଦର୍ଶନ ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏଠାକାର କଳାପ୍ରେମୀ ଏହାକୁ ଦେଖିବା ସହ ନିଜର ମତାମତ ଦେବାକୁ ଶ୍ରୀଯୁକ୍ତ ବିଜୟଶଙ୍କର ପ୍ରକାଶ କରିଛନ୍ତି।ଏହି ପରଦର୍ଶନୀ ଅବସରରେ ସ୍କୁଲ ପିଲାମାନଙ୍କ ମଧ୍ୟରେ ଏକ ପ୍ରବନ୍ଧଲିଖନ କାର୍ଯ୍ୟକ୍ରମ ଆୟୋଜନ ହେଉଥିବ ସେ ପ୍ରକାଶ କରିଛନ୍ତି।ଏହି ପ୍ରଦର୍ଶନୀରେ ଶ୍ରୀରାମ ଗୋହରୀ,ମଧୁମିତା ବର୍ମା,ରବୀନ୍ଦ୍ର ବର୍ମା,ମିନୁ ବର୍ମା,ପ୍ରମୋଦ ବରୁଆ ଓ ନେହା ବର୍ମା ପ୍ରମୁଖଙ୍କ ଚିତ୍ରଶିଳ୍ପୀ ପ୍ରଦର୍ଶିତ ହେଉଛି।

ବାଇଟ-ବିଜୟ ଶଙ୍କର,କ୍ୟୁରେଟର
ବାଇଟ-ରବୀନ୍ଦ୍ର ବର୍ମା,ଚିତ୍ରଶିଳ୍ପୀ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.