ETV Bharat / city

ମହତାବ ଜୟନ୍ତୀରେ ଲୋୟର ପିଏମଜିରେ ପାଇକ ଆଖଡା

author img

By

Published : Nov 21, 2021, 10:41 PM IST

ମହତାବ ଜୟନ୍ତୀରେ ପରାକ୍ରମ ଦେଖାଇଲେ ପାଇକ। ଲୋୟର ପିଏମଜିରେ କଂଗ୍ରେସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଅଧିକ ପଢନ୍ତୁ

ମହତାବ ଜୟନ୍ତୀରେ ଲୋୟର ପିଏମଜିରେ ପାଇକ ଆଖଡା
ମହତାବ ଜୟନ୍ତୀରେ ଲୋୟର ପିଏମଜିରେ ପାଇକ ଆଖଡା

ଭୁବନେଶ୍ବର: ମହାନ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଶାର ନବନିର୍ମାତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୨ତମ ଜୟନ୍ତୀ ଅବସରରେ ଭୁବନେଶ୍ୱର ଲୋୟର ପିଏମଜିରେ କଂଗ୍ରେସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା ।

ମହତାବ ଜୟନ୍ତୀରେ ଲୋୟର ପିଏମଜିରେ ପାଇକ ଆଖଡା

ଏହି ଅବସରରେ ଓଡ଼ିଶାର ପାଇକ ନିଜର କଳା ପ୍ରଦର୍ଶନ କରିଥିଲେ । କଂଗ୍ରେସ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ମହତାବଙ୍କ ନୂତନ ଉତ୍କଳର ନିର୍ମାଣରେ ଅବଦାନକୁ ମନେ ପକାଇଥିଲେ । ଖୋର୍ଦ୍ଧାର ବୀର ପାଇକ ମାନଙ୍କ ଆଖଡା ଦେଖିବାକୁ ମିଳିଥିଲା।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.