ETV Bharat / city

ଆଦିବାସୀ ମେଳାରେ ମନ ମୋହୁଛି ଧାନ ତିଆରି କାନଫୁଲ - ଆଦିବାସୀ ମେଳାରେ ଧାନ ତିଆରି କାନଫୁଲ

ଆଦିବାସୀ ମେଳାରେ ମନ କିଣିଲା ଇକେଫ୍ରେଣ୍ଡଲି ଇୟର ରିଙ୍ଗ। ଆଦିବାସୀ ସମ୍ପ୍ରଦାୟଙ୍କ ଚାଲି ଚଳଣି ଓ ପରମ୍ପରା ଦେଖିବାକୁ ଲୋକଙ୍କ ଭିଡ ଜମୁଥିବାବେଳେ,ମେଳାର ବେଶ ଆକର୍ଷଣ ପାଲଟିଛି ଧାନ ତିଆରି କାନ ଫୁଲ ।

earing made of paddy
ଆଦିବାସୀ ମେଳାରେ ଧାନ ତିଆରି କାନଫୁଲ
author img

By

Published : Jan 28, 2020, 11:36 AM IST

ଭୁବନେଶ୍ବର: ଉଦଘାଟିତ ହୋଇଯାଇଛି ଆଦିବାସୀ ମେଳା-2020। ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ଆୟୋଜିତ ଏହି ମେଳାରେ ଦେଖିବାକୁ ମିଳୁଛି ଆଦିବାସୀ ସମ୍ପ୍ରଦାୟଙ୍କ ଚାଲି ଚଳଣି ଓ ପରମ୍ପରା । ଫଳରେ ପ୍ରତିଦିନ ସନ୍ଧ୍ୟାରେ ଜମୁଛି ଲୋକଙ୍କ ଭିଡ । ଏସବୁ ଭିତରେ ଆଦିବାସୀ ମେଳାରେ ମନ କିଣିଲା ଇକୋଫ୍ରେଣ୍ଡଲି ଇୟର ରିଙ୍ଗ। ବଜାରରେ ପ୍ଲାଷ୍ଟିକ ଓ ଇମିଟେସନ ତ ମିଳୁଥିବାବେଳେ ଏଠି ଧାନ ତିଆରି କାନ ଫୁଲ ବିକ୍ରି ହେଉଛି । ଯାହା ଲୋକଙ୍କ ମଧ୍ୟରେ ବେଶ ଆଗ୍ରହ ପ୍ରକାଶ ପାଇଛି ।

ଆଦିବାସୀ ମେଳାରେ ଧାନ ତିଆରି କାନଫୁଲ

ବର୍ତ୍ତମାନ ବଦଳିଛି ଯୁଗ, ବଦଳିଛି ଲୋକଙ୍କ ପସନ୍ଦ। ଦେଶରେ ସ୍ବଚ୍ଛ ଭାରତ ସହିତ ଆରମ୍ଭ ହୋଇଯାଇଛି ପ୍ଲାଷ୍ଟିକ ମୁକ୍ତ ଅଭିଯାନ। ତେଣୁ ଧୀରେ ଧୀରେ ପ୍ଲାଷ୍ଟିକ ବନ୍ଦ ହେବା ସହ ଇମିଟେସନ ଅଳଙ୍କାର ଯୋଗୁଁ ଚର୍ମ ରୋଗ ହୋଇଥାଏ । ଆଉ ଏସବୁକୁ ଦେଖି ଆଦିବାସୀ ମେଳାରେ ଇକେଫ୍ରେଣ୍ଡଲି ଇୟର ରିଙ୍ଗ ବିକ୍ରି କରୁଛନ୍ତି ବେପାରୀ। ଅନ୍ୟପଟେ ଧାନରେ ତିଆରି ହେଉଥିବା ଇୟର ରିଙ୍ଗ ମହିଳାଙ୍କ ବି ପ୍ରଥମ ପସନ୍ଦ ପାଲଟିଛି। ସେପଟେ, ଅଳଙ୍କାର ଅପେକ୍ଷା ଏହି କାନଫୁଲ ହାଲୁକା ମଧ୍ୟ ରହିଥିବା କହିଛନ୍ତି ଦେଖଣାହାରୀ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ରେଡି ଟୁ ଏୟାର

ଆଦିବାସୀ ମେଳାରେ ମନ କିଣିଲା ଇକେଫ୍ରେଣ୍ଡଲି ଇୟର ରିଙ୍ଗ।

କାନଫୁଲ ରେ ଲାଗିଲା ଧାନ, କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ କାରଣ ସାଧାରଣ ରେ ବଜାର ପ୍ଲାଷ୍ଟିକ ହଉ ବା ଇମିଟେସନ ର କାନ ଫୁଲ ଦେଖିବା କୁ ମିଳିଥାଏ। ବର୍ତ୍ତମାନ ଯୁଗ ବଦଳିବା ସହ ଲୋକଙ୍କ ପସନ୍ଦ ବି ପରିବର୍ତ୍ତନ ହେଉଛି। ଅନ୍ୟପଟେ ଧୀରେ ଧୀରେ ପ୍ଲାଷ୍ଟିକ ବନ୍ଦ ହେବା ସହ ଇମିଟେସନ ଅଳଙ୍କାର ପିନ୍ଧି ହେଉଥିବା ଚର୍ମ ରେଗ ବି ହୋଇ ଥାଏ। ଏ ସବୁ କୁ ଦେଖି ଆଦିବାସୀ ମେଳାରେଇକେଫ୍ରେଣ୍ଡଲି ଇୟର ରିଙ୍ଗ ବିକ୍ରି କରୁଛନ୍ତି ବେପାରୀ । ଧାନ ରେ ତିଆରି ହେଉଥିବା ଇୟର ରିଙ୍ଗ ଅନ୍ୟ ପଟେ ମହିଳା ଙ୍କ ବି ପ୍ରଥମ ପସନ୍ଦ ପାଲଟିଛି। ଅନ୍ୟ ଅଳଙ୍କାର ଅପେକ୍ଷା ଏହି କାନଫୁଲ ହାଲୁକା ମଧ୍ୟ ରହିଥିବା କହିଛନ୍ତି ଦେଖଣାହାରୀ।

ବାଇଟ ବେପାରୀ
ବାଇଟ ଗ୍ରାହକ

Body:ରେଡି ଟୁ ଏୟାର

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.