ETV Bharat / city

ନବୀନଙ୍କୁ ଭେଟିଲେ OYO ସିଇଓ

author img

By

Published : Jan 16, 2020, 9:17 PM IST

OYOର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରିତେଶ ଅଗ୍ରୱାଲ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକକଙ୍କୁ ଭେଟିଛନ୍ତି । ସେ ସୌଜନ୍ୟ ମୂଳକ ସାକ୍ଷାତ କରିଥିବାବେଳେ ରାଜ୍ୟରେ ସାତ ହଜାର ପାଞ୍ଚ ଶହ OYO ରୁମ ସକ୍ରିୟ ରହିଥିବା କହିଛନ୍ତି ।

oyo-ceo-meet-ritesh-agrawal-meet-to-cm
oyo-ceo-meet-ritesh-agrawal-meet-to-cm

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି OYO ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରିତେଶ ଅଗ୍ରୱାଲ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ରିତେଶ ।

ନବୀନଙ୍କୁ ଭେଟିଲେ OYOର ସିଇଓ

ମେକ ଇନ ଓଡିଶା କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାରେ ପୁଞ୍ଜିନିବେଶ ବଢି ଚାଲିଛି। ଏବେ ଓଡ଼ିଶାରେ 7 ହଜାର 500 OYO ରୁମ ବର୍ତ୍ତମାନ ସକ୍ରିୟ ରହିଥିବା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ କହିଛନ୍ତି ରିତେଶ ଅଗ୍ରୱାଲ ।

ହୋଟେଲ, ହଷ୍ଟେଲ ଓ ରୁମରେ ପୁଞ୍ଜିନିବେଶକୁ ଗୁରୁତ୍ବ ଦିଆଯାଇଛି । ଗତବର୍ଷ 5 ହଜାର ଚାକିରୀ ସୃଷ୍ଟି କରାଯାଇଛି। ହଜାର ହଜାର ଲୋକଙ୍କୁ ସନ୍ତୋଷ ଜନକ ସେବା ଯୋଗାଇ ଦିଆଯାଇଥିବା ମଧ୍ୟ କହିଛନ୍ତି OYO ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନୟମୂଳକ ସାକ୍ଷାତ କରିଛନ୍ତି OYO ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରିତେଶ ଅଗ୍ରୱାଲ ।ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଛନ୍ତି ରିତେଶ ।

Body:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ସେ କହିଛନ୍ତି ଯେମେକ ଇନ ଓଡିଶା, କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାରେ ପୁଞ୍ଜିନିବେଶ ବଢି ଚାଲିଛି। ଏବେ ଓଡ଼ିଶାରେ 7 ହଜାର 500 OYO ରୁମ ସକ୍ରିୟ ରହିଛି। ଓଡ଼ିଶାରେ ଓୟୋ ସକ୍ରିୟ ରହିଛି। Conclusion:ହୋଟେଲ ଓ ହଷ୍ଟେଲ ଓ ରୁମରେ ପୁଞ୍ଜିନିବେଶକୁ ଗୁରୁତ୍ୱଦିଆଯାଇଛି ।ଗତବର୍ଷ 5 ହଜାର ଚାକିରୀ ସୃଷ୍ଟି କରାଯାଇଛି। ହଜାର ହଜାର ଲୋକଙ୍କୁ ସନ୍ତୋଷ ଜନକ ସେବା ଯୋଗାଇ ଦିଆଯାଇଛି। ବୋଲି ସେ କହିଛନ୍ତି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.