ETV Bharat / city

ନୂଆ ଓଡିଶା, ସଶକ୍ତ ଓଡିଶା ଗଠନ ଆମର ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ - ନୂଆ ଓଡିଶା, ସଶକ୍ତ ଓଡିଶା ଗଠନ

ଚାଷୀଙ୍କ ଆୟ ଦୁଇଗୁଣା କରିବାରେ ଓଡିଶା ଏକମାତ୍ର ରାଜ୍ୟ। କାଳିଆ ଯୋଜନା ସ୍ଵତନ୍ତ୍ର ଯୋଜନା। ମାର୍ଚ୍ଚ 5, 2020 ସୁଦ୍ଧା ସବୁ ବିଭାଗ ମୋ ସରକାର ଅଧୀନରେ ରହିବ। କାରଣ ନୂଆ ଓଡିଶା, ସଶକ୍ତ ଓଡିଶା ଗଠନ ଆମର ଲକ୍ଷ୍ୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅଧିକ ଖବର ପଢନ୍ତୁ...

bbsr cm statement
ନୂଆ ଓଡିଶା, ସଶକ୍ତ ଓଡିଶା ଗଠନ ଆମର ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
author img

By

Published : Feb 17, 2020, 8:28 PM IST

ଭୁବନେଶ୍ବର: ରାଜ୍ୟପାଳ ଅଭିଭାଷଣ ନେଇ ଧନ୍ୟବାଦ ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତି ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ ବିପର୍ଯ୍ୟୟ ପରିଚାଳନାରେ ଆମେ ବିଶ୍ବାସରେ ନାଁ କମେଇ ପାରିଛୁ। ଚାଷୀ ଆୟ ଦୁଇଗୁଣା କରିବାରେ ଓଡିଶା ଏକମାତ୍ର ରାଜ୍ୟ। କାଳିଆ ଯୋଜନା ସ୍ଵତନ୍ତ୍ର ଯୋଜନା। ଚାଷୀଙ୍କ ଆବଶ୍ୟକତା ପୂରଣ କରିଥିବା ଏହି ଯୋଜନା ଏବେ ଦେଶର ମଡେଲ ହୋଇଛି।

ସେହିପରି ନୂଆ ସ୍ବାସ୍ଥ୍ୟ ଯୋଜନା ମାଗଣାରେ ଉପଲବ୍ଧ ହେଉଛି। ସବୁ ସରକାରୀ ମେଡିକାଲରେ ଦିଆଯାଉଛି। ମ୍ୟାଲେରିଆ ନିରାକରଣରେ ଓଡିଶା ଆଗରେ ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ମହିଳା ସଶକ୍ତିକରଣ,ମିଶନ ଶକ୍ତି ଆମର ଉଦାହରଣ ହୋଇଛି। ପାଇପ ଯୋଗେ ପାନୀୟ ଜଳ ଯୋଗାଣ 24 ଘଣ୍ଟିଆ ଯୋଗାଇ ଦିଆଯାଉଛି।

ଜାଗା ମିଶନ ଜରିଆରେ 57 ହଜାର ଲୋକଙ୍କୁ ଜାଗା ଦିଆଯାଇଛି। 5 ଲକ୍ଷ ଏସି ଓ ଏସଟି ପିଲାଙ୍କୁ ମାଗଣା ଶିକ୍ଷା ଦିଆଯାଉଛି। 5‘ଟି’ ମନ୍ତ୍ର ପ୍ରଶାସନକୁ ସୁଦୃଢ କରିଛି। 2020 ଅଗଷ୍ଟ 15 ସୁଦ୍ଧା କୌଣସି ଲୋକେ ସରକାରୀ କାର୍ଯ୍ୟାଳୟ ଯିବେ ନାହିଁ। ଘରେ ବସି ଅନଲାଇନରେ ସବୁ ସେବା ପାଇବେ। ସବୁ କାରବାର ଅନଲାଇନରେ ହେବ।

ମାର୍ଚ୍ଚ 5, 2020 ସୁଦ୍ଧା ସବୁ ବିଭାଗ ମୋ ସରକାର ଅଧୀନରେ ରହିବ। ନିଯୁକ୍ତି, ଦକ୍ଷତା ବିକାଶ ଉପରେ ଅଗ୍ରଧିକାର ଦିଆଯାଉଛି। ବିଶ୍ବ ପର୍ଯ୍ୟଟନ ରେ ଓଡିଶା ନୂଆ ସ୍ଥାନ ହାସଲ କରିଛି। ନୂଆ ଓଡିଶା, ସଶକ୍ତ ଓଡିଶା ଗଠନ ଆମର ଲକ୍ଷ୍ୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.