ETV Bharat / city

OPSC Recruitment: ଆବେଦନର ଶେଷ ତାରିଖ ଫେବ୍ରୁଆରୀ ୧୮ - ଓଡିଶା ସରକାର ଜବ୍ ନ୍ୟୁଜ

ପ୍ରକାଶ ପାଇଲା ଓଡିଶା ପବ୍ଲିକ ସର୍ଭିସେସ କମିଶନ(OPSC) ୨୦୨୧ ବିଜ୍ଞପ୍ତି । ଜାଣନ୍ତୁ କଣ ରହିଛି ଆବେଦନର ନିୟମ ।

OPSC Recruitment: ଆବେଦନର ଶେଷ ତାରିଖ ଫେବ୍ରୁଆରୀ ୧୮

author img

By

Published : Jan 1, 2022, 5:23 PM IST

ଭୁବନେଶ୍ବର: ପ୍ରକାଶ ପାଇଲା ଓଡିଶା ପବ୍ଲିକ ସର୍ଭିସେସ କମିଶନ(OPSC) ୨୦୨୧ ବିଜ୍ଞପ୍ତି । ଖାଲି ପଡିଥିବା ୪୫୦ ସିଟ୍ ପୂରଣ ପାଇଁ ରାଜ୍ୟ ସରକାର ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି । ବିଜ୍ଞପ୍ତି ଅନୁଯାୟୀ, OPSC ମୋଟ ୪୦୫ଟି ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି କରିଛି । ଯେଉଁଥିରେ ଓଡ଼ିଶା ପ୍ରଶାସନିକ ସେବା (OAS) ଗ୍ରୁପ୍-ଏ (ଜୁନିୟର ଶାଖା) ର ୫୦ଟି ପଦବୀ ରହିଛି ।

OPSC Recruitment: ଆବେଦନର ଶେଷ ତାରିଖ ଫେବ୍ରୁଆରୀ ୧୮
OPSC Recruitment: ଆବେଦନର ଶେଷ ତାରିଖ ଫେବ୍ରୁଆରୀ ୧୮

ଆବେଦନକାରୀଙ୍କ ଯୋଗ୍ୟତା:-

ଆବେଦନ ପାଇଁ ପ୍ରାର୍ଥୀଙ୍କ ବୟସ ୨୧ ରୁ ୩୨ ମଧ୍ୟରେ ସୀମିତ ହୋଇଥିବା ଆବଶ୍ୟକ । ସମ୍ପୃକ୍ତ ବ୍ୟକ୍ତି ଭାରତୀୟ ନାଗରିକ ହୋଇଥିବା ଜରୁରୀ । ସେହିପରି ଶିକ୍ଷାଗତ ଯୋଗ୍ୟତା ଯେକୌଣସି ସ୍ବୀକୃତିପ୍ରାପ୍ତ ଅନୁଷ୍ଠାନ କିମ୍ବା ବିଶ୍ବବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବେ । ଏହାସହ ଓଡିଆ ପଢିବା, ଲେଖିବା ଏବଂ କହିପାରୁଥିବେ ।

ପରୀକ୍ଷା ଫି ଓ ଆବେଦନ ପ୍ରକ୍ରିୟା:-

ଆସନ୍ତା ଜାନୁୟାରୀ ୧୦ ଏବଂ ଫେବୃଆରୀ ୯ ରୁ OPSCର ଅଫିସିଆଲ୍ ୱେବସାଇଟ୍ www.opsc.gov.in ରେ ନାମ ପଞ୍ଜୀକରଣ କିମ୍ବା ପୁନଃ ପଞ୍ଜୀକରଣ କରିପାରିବେ । ପରୀକ୍ଷା ପାଇଁ ପ୍ରାର୍ଥୀଙ୍କୁ ୫୦୦ ଟଙ୍କା ଫି’ ଦେବାକୁ ପଡିବ । ଅନ୍‌ଲାଇନ୍‌ ମାଧ୍ୟମରେ ଫି' ପୈଠର ବନ୍ଦୋବସ୍ତ କରାଯାଇଛି । ଅନ୍ୟପଟେ ST / SC ଏବଂ ଭିନ୍ନକ୍ଷମଙ୍କ ପାଇଁ ପରୀକ୍ଷା ଫି’ ଛାଡ କରାଯାଇଥିବା ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି । ତେବେ ଅନ୍‌ଲାଇନ୍‌ ଆବେଦନର ଶେଷ ତାରିଖ ଫେବୃଆରୀ ୧୮ ତାରିଖ ରହିଛି ।

3 ଟି ପର୍ଯ୍ୟାୟରେ ଗଠିତ ହେବ ପରୀକ୍ଷା:- ଏକ ପ୍ରାଥମିକ ପରୀକ୍ଷା, ଏକ ମୁଖ୍ୟ ପରୀକ୍ଷା ଏବଂ ସାକ୍ଷାତକାର । ପ୍ରାଥମିକ ପରୀକ୍ଷାରେ ଯୋଗ୍ୟତା ଅର୍ଜନ କରୁଥିବା ପ୍ରାର୍ଥୀଙ୍କୁ ମୁଖ୍ୟ ପରୀକ୍ଷାରେ ହାଜର ହେବାକୁ ଆୟୋଗ ଡାକିବେ । ମୁଖ୍ୟ ପରୀକ୍ଷା ଯୋଗ୍ୟତା ପାଇବା ପରେ ଆୟୋଗ ସେମାନଙ୍କୁ ସାକ୍ଷାତକାର ପାଇଁ ଡକାଯିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.