ETV Bharat / city

ବିଷ୍ଣୁ ସେଠୀଙ୍କୁ କୋରୋନା, ଏମ୍ସରେ ଭର୍ତ୍ତି - ବିଷ୍ଣୁ ସେଠୀଙ୍କୁ କୋରୋନା

ବିଧାନସଭାର ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀଙ୍କୁ କୋରୋନା । ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...

ବିଷ୍ଣୁ ସେଠୀଙ୍କୁ କୋରୋନା
ବିଷ୍ଣୁ ସେଠୀଙ୍କୁ କୋରୋନା
author img

By

Published : Jul 4, 2021, 1:36 PM IST

ଭୁବନେଶ୍ବର: ରାଜ୍ୟର ଆଉ ଜଣେ ବରିଷ୍ଠ ନେତାଙ୍କୁ କୋରୋନା । ବିଧାନସଭାର ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀଙ୍କୁ କୋରୋନା । ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ଧାମନଗର ବିଧାୟକ ତଥା ବିଧାନସଭାର ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଗତ କିଛିଦିନ ହେଲା ବିଷ୍ଣୁଙ୍କ ଠାରେ ସଂକ୍ରମଣର ଲକ୍ଷଣ ଦେଖିବାକୁ ମିଳିଥିଲା । ପ୍ରଥମେ ହୋମ ଆଇସୋଲେସନରେ ଥିଲେ ବିଷ୍ଣୁ ।

ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ବିଷ୍ଣୁଙ୍କୁ ବର୍ତ୍ତମାନ ଏମ୍ସର ପ୍ରାଇଭେଟ୍ କ୍ୟାବିନରେ ରଖାଯାଇଛି । ତାଙ୍କର ସମସ୍ତ ପ୍ରକାର ପରୀକ୍ଷା ନିରୀକ୍ଷା କରାଯିବ । ସ୍ଵତନ୍ତ୍ର ଡାକ୍ତରୀ ଟିମଦ୍ବାରା ତାଙ୍କ ଚିକିତ୍ସା କରାଯିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.