ETV Bharat / city

President Poll: ମୋହନଙ୍କ ବିସ୍ଫୋରଣ, ଦ୍ରୌପଦୀଙ୍କୁ ଯାଇଛି ଆଉ ଜଣେ କଂଗ୍ରେସ ବିଧାୟକଙ୍କ ଭୋଟ - ମୋହନଙ୍କ ବିସ୍ଫୋରଣ

ରାଷ୍ଟ୍ରପତି ନିର୍ବାଚନ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ବିସ୍ଫୋରଣ । ଦ୍ରୌପଦୀଙ୍କୁ ଯାଇଛି ଆଉ ଜଣେ ବରିଷ୍ଠ କଂଗ୍ରେସ ବିଧାୟକଙ୍କ ଭୋଟ । ତେବେ ଆସନ୍ତାକାଲି ଖୁଲାସା କରାଯିବ ବୋଲି କହିଛନ୍ତି ମୋହନ । ଏହାକୁ ନେଇ କଂଗ୍ରେସ ଓ ରାଜ୍ୟ ରାଜନୀତି ସରଗରମ ହୋଇଛି । ଅଧିକ ପଢନ୍ତୁ

PresidentElection
PresidentElection
author img

By

Published : Jul 20, 2022, 5:03 PM IST

Updated : Jul 20, 2022, 5:15 PM IST

ଭୁବନେଶ୍ବର: ରାଷ୍ଟ୍ରପତି ନିର୍ବାଚନ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ବିସ୍ଫୋରଣ । ଦ୍ରୌପଦୀଙ୍କୁ ଯାଇଛି ଆଉ ଜଣେ ବରିଷ୍ଠ କଂଗ୍ରେସ ବିଧାୟକଙ୍କ ଭୋଟ । ତେବେ ଆସନ୍ତାକାଲି ଖୁଲାସା କରାଯିବ ବୋଲି କହିଛନ୍ତି ମୋହନ । ଏହାକୁ ନେଇ କଂଗ୍ରେସ ଓ ରାଜ୍ୟ ରାଜନୀତି ସରଗରମ ହୋଇଛି ।

ମୋହନଙ୍କ ବିସ୍ଫୋରଣ, ଦ୍ରୌପଦୀଙ୍କୁ ଯାଇଛି ଆଉ ଜଣେ କଂଗ୍ରେସ ବିଧାୟକଙ୍କ ଭୋଟ

କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ସହ ଆଉ ଜଣେ କଂଗ୍ରେସ ବିଧାୟକ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଦେଇଛନ୍ତି ଭୋଟ । ଏନେଇ ବିଜେପି ମୁଖ୍ୟ ସଚେତକ ଦେଇଛନ୍ତି ବଡ ମନ୍ତବ୍ୟ । କିଏ ସେହି କଂଗ୍ରେସର ବରିଷ୍ଠ ବିଧାୟକ ? ମାଟିର ଝିଅ ଦ୍ରୌପଦୀଙ୍କୁ କିଏ ସେ ଦେଇଛନ୍ତି ସମର୍ଥନ ? ଏନେଇ କଂଗ୍ରେସ ମହଲରେ ତନାଘନା ଆରମ୍ଭ ହୋଇଛି ।

ମୋହନ ଆହୁରି ମଧ୍ୟ କହିଛନ୍ତି କାଲି ତାହା ସ୍ପଷ୍ଟ ହୋଇଯିବ । କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଭୋଟ ଦେଇଥିଲେ । ଭୋଟ ପରେ ସେ ଖୋଲାଖୋଲି ଘୋଷଣା କରିଛନ୍ତି । କଂଗ୍ରେସର ଆଉ ଜଣେ ବିଧାୟକ ମଧ୍ୟ ଦ୍ରୌପଦୀଙ୍କୁ ଭୋଟ ଦେଇଛନ୍ତି । ବିଜେଡି-ବିଜେପି ଭାଇ ଭାଇ ବୋଲି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଅଭିଯୋଗରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ଏହି ମନ୍ତବ୍ୟ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 20, 2022, 5:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.