ETV Bharat / city

ସମବାୟ ନିର୍ବାଚନ ୨୦୨୨: ବିରୋଧୀଙ୍କ ଅଭିଯୋଗ ଅର୍ଥହୀନ କହିଲା BJD - ସମବାୟ ନିର୍ବାଚନ ୨୦୨୨

ଉତ୍କଳ ସମବାୟ ବ୍ୟାଙ୍କ ନିର୍ବାଚନ 2022 ଜାରି ରହିଛି । ବିରୋଧୀ ନିର୍ବାଚନରେ ସମ୍ପୃକ୍ତ ନରହି କେବଳ ଅଭିଯୋଗ କରୁଛି ବୋଲି ବିଜେଡି କହିଛି । ଅଧିକ ପଢ଼ନ୍ତୁ

ସମବାୟ ନିର୍ବାଚନ ୨୦୨୨: ବିରୋଧୀଙ୍କ ଅଭିଯୋଗ ଅର୍ଥହୀନ କହିଲା BJD

author img

By

Published : Jun 19, 2022, 7:39 PM IST

ଭୁବନେଶ୍ବର: ଉତ୍କଳ ସମବାୟ ବ୍ୟାଙ୍କ ନିର୍ବାଚନ 2022 ଜାରି ରହିଛି । ସମବାୟ ସମିତି ଗୁଡ଼ିକରେ ସ୍ୱଚ୍ଛତା ସହ ବିଭିନ୍ନ ସୁବିଧା ଯୋଗାଇ ଦେବାକୁ ଆଜି(ରବିବାର) ଉତ୍କଳ ସମବାୟ ବ୍ୟାଙ୍କ ନିର୍ବାଚନ ଅନୁଷ୍ଠିତ ହୋଇଛି । ବିରୋଧୀ ନିର୍ବାଚନରେ ସମ୍ପୃକ୍ତ ନରହି କେବଳ ଅଭିଯୋଗ କରୁଛି ବୋଲି ବିଜେଡି କହିଛି ।

ସମବାୟ ନିର୍ବାଚନ ୨୦୨୨: ବିରୋଧୀଙ୍କ ଅଭିଯୋଗ ଅର୍ଥହୀନ କହିଲା BJD

ବିଜେଡି ନେତା ତଥା CMC ମେୟର କହିଛନ୍ତି ଯେ, "ସମବାୟ ନିର୍ବାଚନରେ ବିରୋଧୀଙ୍କର ସମ୍ପୃକ୍ତି ନାହିଁ । ସେମାନେ ସମ୍ପୂର୍ଣ୍ଣ ଏଥିରେ ଅଦୃଶ୍ୟ ରହିଛନ୍ତି । ଅଭିଯୋଗ କରିବା ପାଇଁ ଗଣତାନ୍ତ୍ରିକ ବ୍ୟବସ୍ଥାରେ ତାଙ୍କର ଅଧିକାର ରହିଛି ସେ ଅଭିଯୋଗ କରିବେ । ମାତ୍ର ସେମାନଙ୍କର ଉପସ୍ଥିତ ନାହିଁ । ସେମାନେ ଅଂଶଗ୍ରହଣ କରି ପାରିବେ ନାହିଁ ତାଙ୍କର କୌଣସି ସମ୍ପୃକ୍ତି ନଥିବ ତେବେ ଖାଲି ଅଭିଯୋଗ କଲେ କିଛି ଅର୍ଥ ରହିବନି । ଆମର ସମ୍ପୃକ୍ତି କହୁଛି ବିଜୁ ଜନତା ଦଳ ବହୁତ ଭଲ କରିବ । ନିର୍ବାଚନ ଲାଗି ବି ଆମେ ଦୁଇ ମାସ ପୂର୍ବରୁ ପ୍ରସ୍ତୁତିରେ ରହୁଛୁ ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.