ETV Bharat / city

ଆଜିଠୁ AIIMSରେ OPD ସେବା ଆରମ୍ଭ

author img

By

Published : Feb 6, 2022, 7:07 PM IST

Updated : Feb 7, 2022, 6:32 AM IST

ଆଜି (ସୋମବାର) ଠାରୁ ଭୁବନେଶ୍ୱର ଏମ୍ସର ଓପିଡ଼ି ସେବା ଆରମ୍ଭ ହେବ । ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଏମ୍ସ ଓପିଡ଼ି ବନ୍ଦ ରହିଥିଲା । ଅଧିକ ପଢନ୍ତୁ

ଆସନ୍ତକାଲି ଠୁ ଏମ୍ସରେ ଓପିଡ଼ି ସେବା ଆରମ୍ଭ
ଆସନ୍ତକାଲି ଠୁ ଏମ୍ସରେ ଓପିଡ଼ି ସେବା ଆରମ୍ଭ

ଭୁବନେଶ୍ବର: ଆଜି(ସୋମବାର) ଠାରୁ ଭୁବନେଶ୍ୱର ଏମ୍ସର ଓପିଡ଼ି ସେବା ଆରମ୍ଭ ହେବ । ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଏମ୍ସରେ ଓପିଡ଼ି ବନ୍ଦ ରହିଥିଲା। ତେବେ ରାଜ୍ୟରେ ସଂକ୍ରମଣ କମ ରହୁଥିବାରୁ ଆଜିଠୁ ଓପିଡ଼ି ଖୋଲିବ।

ଏହାବି ପଢନ୍ତୁ : ସୋମବାର ଠୁ ଖୋଲୁଛି ସ୍କୁଲ-କଲେଜ, ଲକ୍ଷଣ ଥିଲେ ପିଲାଙ୍କୁ ନ ଛାଡିବାକୁ ପରାମର୍ଶ

ଏନେଇ ସମସ୍ତ ବିଭାଗ ପୂର୍ବ ପରି OPD କାର୍ଯ୍ୟସୂଚୀ ଅନୁସରଣ କରିବେ। ନୂତନ ଆଡମିଶନଙ୍କ ପାଇଁ ପ୍ରତ୍ୟେକ ବିଭାଗର ୱାର୍ଡରେ 4 ରୁ 5 ଶଯ୍ୟା ସଂରକ୍ଷଣ ରଖାଯିବ। ଭୁବନେଶ୍ୱର ଏମ୍ସ ସ୍ୱାସ୍ଥ୍ୟ ଆପ ଓ ଟେଲି ମେଡିସିନ୍ ସେବା ମାଧ୍ୟମରେ ରୋଗୀଙ୍କ ସାମଗ୍ରିକ ରୁଟିନ ଚେକ ଅପ ଜାରି ରହିବ। ସମସ୍ତ IPD ଆଡମିଶନ ଏବଂ OT ଗୁଡିକ ପୂର୍ବ ପରି କାର୍ଯ୍ୟ କରିବ। ତେବେ କୋଭିଡ ଲେବର ରୁମ ଏକ ସପ୍ତାହ ପର୍ଯ୍ୟନ୍ତ ଚାଲିବ।

ଭୁବନେଶ୍ବରରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Feb 7, 2022, 6:32 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.