ETV Bharat / city

ଗାଈ କିଣିବା ନାଁରେ ନେଇଗଲେ ୧ ଲକ୍ଷ, ଅନଲାଇନରେ ଠକି ନେଲା ସାଇବର ଠକ

author img

By

Published : Mar 15, 2021, 9:53 PM IST

ଅନଲାଇନରେ ଗାଈ ବିକ୍ରି କରିବାକୁ ଯାଇ ଜଣେ ବ୍ୟକ୍ତି 1 ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି । ଜଣେ ବ୍ୟକ୍ତି ହିନ୍ଦିରେ ନିଜକୁ ଆର୍ମି ଅଫିସର ଏବଂ ଗାଈଟି ପସନ୍ଦ ହୋଇଛି କହି କଅଁଳିଆ କଥା ହେଲା । ପରେ ସେହି ଲୋକଟି ଟଙ୍କା ଗାଈ ମାଲିକକୁ ଟଙ୍କା ପାଠାଇବ ବୋଲି କହି ଏକ କ୍ଯୁଆର କୋର୍ଡ ପଠାଇଲା ଏବଂ ସ୍କାନ କରିବା ପାଇଁ କହିଲା । ଅଧିକ ପଢନ୍ତୁ...

ଗାଈ କିଣିବା ନାଁରେ ୧ ଲକ୍ଷ ଠକି ଦେଲେ ଅନଲାଇନ ଠକ

ଭୁବନେଶ୍ବର: ଅନଲାଇନରେ ଗାଈ ବିକ୍ରି କରିବାକୁ ଯାଇ ଜଣେ ବ୍ୟକ୍ତି 1 ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି । ଜଣେ ବ୍ୟକ୍ତି ହିନ୍ଦିରେ ନିଜକୁ ଆର୍ମି ଅଫିସର ଏବଂ ଗାଈଟି ପସନ୍ଦ ହୋଇଛି କହି କଅଁଳିଆ କଥା ହେଲା । ପରେ ସେହି ଲୋକଟି ଟଙ୍କା ଗାଈ ମାଲିକକୁ ପାଠାଇବ ବୋଲି କହି ଏକ କ୍ଯୁଆର କୋର୍ଡ ପଠାଇଲା ଏବଂ ସ୍କାନ କରିବା ପାଇଁ କହିଲା । ଆଉ ଗାଈ ବିକ୍ରି ପାଇଁ ଆଡ ଦେଇଥିବା ଯୁବକ ସ୍କାନ କରିବାରୁ ଥରକୁ ଥର ହୋଇ ୮ ଥରରେ ଆକାଉଣ୍ଟରୁ ଖାଲି ହୋଇଗଲା ୧ ଲକ୍ଷ ଟଙ୍କା ।

ଏମିତି ଢଙ୍ଗରେ ଠକାମିର ଶିକାର ହୋଇଛନ୍ତି ଭରତପୁର ଥାନା ଅଞ୍ଚଳର ଦେବାଶିସ ସାହୁ । ସେ ଏନେଇ ସାଇବର ହେଲପ ଡେସ୍କ ସମେତ ଭରତପୁର ଥାନାରେ କରିଛନ୍ତି ଅଭିଯୋଗ ।

ଅନଲାଇନରେ ଗାଈ ବିକିବାକୁ କେହି ଦେଇଥିବା ଆଡ ଦେଖି କିପରି ଠକାମିର ଶିକାର ବନାଇଛନ୍ତି ସାଇବର ଠକ ତାହା ସାମ୍ନାକୁ ଆସିଛି । ତେବେ ଏହି ଘଟଣାଦର୍ଶାଉଛି ଯେ, ଆପଣଙ୍କର ପ୍ରତ୍ଯକ ଗତିବିଧି ଉପରେ ଅନଲାଇନରେ ନଜର ରଖୁଛନ୍ତି ସାଇବର ଠକ ଟିକିଏ ଅସାବଧାନତା ହେଲେ ଆପଣଙ୍କ ଆକାଉଣ୍ଟ ହୋଇପାରେ ଖାଲି ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.