ETV Bharat / city

ଭୁବନେଶ୍ୱରରେ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ, 7 ସୁସ୍ଥ - odisha corona update

ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଆକ୍ରାନ୍ତ ଥିବା ଲୋକଙ୍କ ମଧ୍ୟରୁ ଆଉ 7 ସୁସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ..

ଭୁବନେଶ୍ୱରରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, 7 ସୁସ୍ଥ

author img

By

Published : Jun 21, 2020, 3:28 PM IST

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କୋରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ପୁଣି ଭୁବନେଶ୍ୱରରେ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିବାବେଳେ, ସେ ସ୍ଥାନୀୟ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ । ସେହିପରି ଅନ୍ୟପଟେ ଆଉ 7 ଜଣ ଆକ୍ରାନ୍ତ ମଧ୍ୟ ସୁସ୍ଥ ହୋଇଛନ୍ତି ।

ଭୁବନେଶ୍ୱରରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, 7 ସୁସ୍ଥ
ଭୁବନେଶ୍ୱରରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, 7 ସୁସ୍ଥ

ତେବେ ଆକ୍ରାନ୍ତ ଜଣଙ୍କ ହେଲେ ଚନ୍ଦ୍ରଶେଖରପୁର ଅଞ୍ଚଳର । ତାଙ୍କୁ 73 ବର୍ଷ । ସେ ପୂର୍ବରୁ ଜଣେ ପଜିଟିଭ ଆକ୍ରାନ୍ତଙ୍କ ସହ ସଂସ୍ପର୍ଶରେ ଆସିଥିଲେ । ଯିଏ ଏବେ ଚିକିତ୍ସାଧୀନ ଅଛନ୍ତି । ତେବେ ଉକ୍ତ 7 ଜଣ ସୁସ୍ଥଙ୍କ ମଧ୍ୟରେ ପାତ୍ରପଡା ଅଞ୍ଚଳର 3 ଜଣ ରହିଛନ୍ତି ଜଣେ 40 ବର୍ଷୀୟ ବ୍ୟକ୍ତି ଅନ୍ୟ 2 ଜଣ 31 ଓ 30 ବର୍ଷର ମହିଳା । ନ୍ୟୁ ଫରେଷ୍ଟ ପାର୍କ ଅଞ୍ଚଳର 29 ବର୍ଷର ଯୁବକ । ଡୁମଡୁମାର 29 ବର୍ଷର ଯୁବକ ଓ ଅନ୍ୟଜଣେ ମହିଳା ସରକାରୀ ମେଡିକାଲର 25 ବର୍ଷର ଛାତ୍ରୀ ।

ତେବେ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 185 ରହିଥିବା ବେଳେ 93 ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା 88 ଜଣ ସକ୍ରିୟ ଅଛନ୍ତି । ସେହିପରି ଭାବରେ 3 ଜଣଙ୍କର ମୃତ୍ୟୁ ଘଟିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.