ଭୁବନେଶ୍ବର: ରାଜ୍ୟରେ ଆଉ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆକ୍ରାନ୍ତଙ୍କ ଘର କଳାହାଣ୍ଡିରେ ହୋଇଥିବାବେଳେ ସେ ଅଶ୍ବିନୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ । ତେବେ ତାଙ୍କର ନମୂନା ନେଗେଟିଭ୍ ଆସିଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ସେପଟେ ଆକ୍ରାନ୍ତଙ୍କ ସଂଖ୍ୟା 54 ରହିଛି । ସେଥିରୁ 40 ଆକ୍ଟିଭ୍ କେସ୍ ରହିଥିବା ଜଣାପଡିଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ