ETV Bharat / city

ସୋମବାର ରାଜ୍ୟରୁ 8182 ଜଣ ଆକ୍ରାନ୍ତ ସୁସ୍ଥ

ସୋମବାର ରାଜ୍ୟରେ 8182 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧାରୁ 987 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 8 ଲକ୍ଷ 4 ହଜାର 981 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅଧିକ ପଢନ୍ତୁ...

ସୋମବାର ରାଜ୍ୟରୁ 8182 ଜଣ ଆକ୍ରାନ୍ତ ସୁସ୍ଥ
ସୋମବାର ରାଜ୍ୟରୁ 8182 ଜଣ ଆକ୍ରାନ୍ତ ସୁସ୍ଥ
author img

By

Published : Jun 14, 2021, 7:13 PM IST

ଭୁବନେଶ୍ବର: ମହାମାରୀ କୋରୋନାରୁ ସୋମବାର ରାଜ୍ୟରେ 8182 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧାରୁ 987 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 8 ଲକ୍ଷ 4 ହଜାର 981 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସୋମବାର ରାଜ୍ୟରୁ 8182 ଜଣ ଆକ୍ରାନ୍ତ ସୁସ୍ଥ
ସୋମବାର ରାଜ୍ୟରୁ 8182 ଜଣ ଆକ୍ରାନ୍ତ ସୁସ୍ଥ

ତେବେ ଆରୋଗ୍ୟଙ୍କ ମଧ୍ୟରୁ ପୁରୀରୁ 304, ବଲାଙ୍ଗୀରରୁ 88, ଝାରସୁଗୁଡ଼ାରୁ 69, ନୂଆପଡ଼ାରୁ 30, ବରଗଡ଼ରୁ 182, ନବରଙ୍ଗପୁରରୁ 171, ସମ୍ବଲପୁରରୁ 102, ଯାଜପୁରରୁ 516, କଳାହାଣ୍ଡିରୁ 164, ମୟୂରଭଞ୍ଜରୁ 367, ରାୟଗଡ଼ାରୁ 110, ଗଞ୍ଜାମରୁ 55, କେନ୍ଦୁଝରରୁ 114, ନୟାଗଡ଼ରୁ 418, ସୋନପୁରରୁ 84, ଜଗତସିଂହପୁରରୁ 397, କୋରାପୁଟରୁ 242, ବାଲେଶ୍ବରରୁ 423, ଭଦ୍ରକରୁ 237, ଗଜପତିରୁ 45, କେନ୍ଦ୍ରାପଡ଼ାରୁ 224, ଦେବଗଡ଼ରୁ 30, କନ୍ଧମାଳରୁ 67, ମାଲକାନଗିରିରୁ 97, ଢ଼େଙ୍କାନାଳରୁ 332, ବୌଦ୍ଧରୁ 303 ଓ ଷ୍ଟେଟ୍‌ ପୁଲ୍‌ରୁ 145 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସୋମବାର ରାଜ୍ୟରୁ 8182 ଜଣ ଆକ୍ରାନ୍ତ ସୁସ୍ଥ
ସୋମବାର ରାଜ୍ୟରୁ 8182 ଜଣ ଆକ୍ରାନ୍ତ ସୁସ୍ଥ

ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍ କରି ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.