ETV Bharat / city

ଫିଲ୍ମ 'ମନେ ମନେ ମନ ଖୋଜୁଥିଲା'ର ଶୁଭ ମହୁରତ - ଅନନ୍ୟା ଏଣ୍ଟରଟେନମେଣ୍ଟ ବ୍ୟାନର

ଭୁବନେଶ୍ବର ନୀଳକଣ୍ଠେଶ୍ବର ମନ୍ଦିରରେ ଫିଲ୍ମ 'ମନେ ମନେ ମନ ଖୋଜୁଥିଲା' ର ଶୁଭ ମହୁରତ ହୋଇଯାଇଛି ।

ଓଲିଉଡ ଫିଲ୍ମ 'ମନେ ମନେ ମନ ଖୋଜୁ ଥିଲା'ର ଶୁଭ ମୁହୂରତ
author img

By

Published : Nov 20, 2019, 11:21 AM IST

ଭୁବନେଶ୍ବର: ଖୁବଶୀଘ୍ର ବଡ଼ ପରଦାକୁ ଆସିବ ଓଲିଉଡ ଫିଲ୍ମ 'ମନେ ମନେ ମନ ଖୋଜୁଥିଲା' । ଅନନ୍ୟା ଏଣ୍ଟରଟେନମେଣ୍ଟ ବ୍ୟାନରରେ ଫିଲ୍ମଟି ନିର୍ମାଣ ହେବାକୁ ଥିବାବେଳେ ଆଜି ଭୁବନେଶ୍ବର ନୀଳକଣ୍ଠେଶ୍ବର ମନ୍ଦିରରେ ଏହାର ଶୁଭ ମହୁରତ ହୋଇଛି ।

ଓଲିଉଡ ଫିଲ୍ମ 'ମନେ ମନେ ମନ ଖୋଜୁଥିଲା'ର ଶୁଭ ମହୁରତ

ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତା ଓମକାର, ଅଭିନେତ୍ରୀ ନବ୍ରାତା ସିଂ ଦେଓ । ଏହାସହ ଓଲିଉଡ ଜଗତର ଜଣାଶୁଣା ଅଭିନେତା ମିହିର ଦାସ, ଅଶ୍ରୁମୋଚନଙ୍କୁ ମଧ୍ୟ ଏହି ଫିଲ୍ମରେ ଦେଖିବାକୁ ମିଳିବ ।

ଏନ ପାଢ଼ୀ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରଯୋଜନା ଦେଇଛନ୍ତି ପ୍ରଭାତୀ ଆଚାର୍ଯ୍ୟ । ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ, ଓଁମକାର ଲେଙ୍କା ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଖୁବ ଶୀଘ୍ର ବଡ଼ ପାରଦା କୁ ଆସିବ ଫିଲ୍ମ ମନେ ମନେ ମନ ଖୋଜୁ ଥିଲା ଯାହାର ଶୁଭ ମୁହୂରତ ଆଜି ହୋଇଛି। ଅନନ୍ୟା ଏଣ୍ଟରଟେନମେଣ୍ଟ ବ୍ୟାନର ତଳେ ଏହି ଫିଲ୍ମ " ମନେ ମନେ ମନ ଖୋଜୁ ଥିଲା " ନିର୍ମାଣ ହେବ। ଫିଲ୍ମ ରେ ମୁଖ୍ୟ ଭୂମିକା ରେ ନଜେ ଆସିବେ ଅଭିନେତା ଓମକାର, ଅଭିନେତ୍ରୀ ନବ୍ରାତା ସିଂ ଦେଓ। ଏହା ଛଡା ଓଲିଉଡ ଜଗତ ର ଜଣାଶୁଣା ଅଭିନେତା ମିହିର ଦାସ, ଅଶ୍ରୁମେଚନ ଭଳି କଳାକର ମଧ୍ୟ ନଜର ଆସିବେ। ଫିଲ୍ମ ଟି କୁ ନିର୍ଦେଶନା କରିଛନ୍ତି ଏନ ପାଢ଼ୀ ଓ ପ୍ରାଜେଜେନା କରିଛନ୍ତି ପ୍ରଭାତୀ ଆଚାର୍ଯ୍ୟ। ସଂଗୀତା ନିଦେଶନା ଦାଇତ୍ଵ ତୁଲାଇଛନ୍ତି ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ, ଓ ଓଁମ କାର ଲେଙ୍କା।Body:
ଖୁବ ଶୀଘ୍ର ବଡ଼ ପାରଦା କୁ ଆସିବ ଫିଲ୍ମ ମନେ ମନେ ମନ ଖୋଜୁ ଥିଲା

ଖୁବ ଶୀଘ୍ର ବଡ଼ ପାରଦା କୁ ଆସିବ ଫିଲ୍ମ ମନେ ମନେ ମନ ଖୋଜୁ ଥିଲା ଯାହାର ଶୁଭ ମୁହୂରତ ଆଜି ହୋଇଛି। ଅନନ୍ୟା ଏଣ୍ଟରଟେନମେଣ୍ଟ ବ୍ୟାନର ତଳେ ଏହି ଫିଲ୍ମ " ମନେ ମନେ ମନ ଖୋଜୁ ଥିଲା " ନିର୍ମାଣ ହେବ। ଫିଲ୍ମ ରେ ମୁଖ୍ୟ ଭୂମିକା ରେ ନଜେ ଆସିବେ ଅଭିନେତା ଓମକାର, ଅଭିନେତ୍ରୀ ନବ୍ରାତା ସିଂ ଦେଓ। ଏହା ଛଡା ଓଲିଉଡ ଜଗତ ର ଜଣାଶୁଣା ଅଭିନେତା ମିହିର ଦାସ, ଅଶ୍ରୁମେଚନ ଭଳି କଳାକର ମଧ୍ୟ ନଜର ଆସିବେ। ଫିଲ୍ମ ଟି କୁ ନିର୍ଦେଶନା କରିଛନ୍ତି ଏନ ପାଢ଼ୀ ଓ ପ୍ରାଜେଜେନା କରିଛନ୍ତି ପ୍ରଭାତୀ ଆଚାର୍ଯ୍ୟ। ସଂଗୀତା ନିଦେଶନା ଦାଇତ୍ଵ ତୁଲାଇଛନ୍ତି ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ, ଓ ଓଁମ କାର ଲେଙ୍କା।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.