ETV Bharat / city

ରାଜଧାନୀକୁ ଶନି ଦଶା, ପ୍ରତି 7 ଅଙ୍କ ତାରିଖରେ ଗଡୁଛି ମୁଣ୍ଡ

author img

By

Published : Nov 19, 2019, 3:34 AM IST

ଲକ୍ଷ୍ମିସାଗର ଥାନା ଅନ୍ତର୍ଗତ ପୁରୁଣା ରେଳ ଷ୍ଟେସନ 6 ନମ୍ବର ପ୍ଲାଟଫର୍ମର ସାମ୍ମା ସୁକାନ୍ତି ଡର୍ମିଟାରିରେ ହୋଇଛି ଅତି ନିର୍ମମ ହତ୍ୟା ।

ରାଜଧାନୀକୁ ଶନି ଦଶା, ପ୍ରତି 7 ଅଙ୍କ ତାରିଖରେ ଗଡୁଛି ମୁଣ୍ଡ

ଭୁବନେଶ୍ବର: ରାଜଧାନୀକୁ ଶନି ଦଶା । ପ୍ରତି ଦଶ ଦିନରେ ଗଡୁଛି ମୁଣ୍ଡ । 7 ଅଙ୍କଥିବା ତାରିଖରେ ରକ୍ତରଞ୍ଜିତ ହେଉଛି ସ୍ମାର୍ଟସିଟି ।

ଗତ 20 ଦିନରେ ଗଡିଲାଣି 3 ମୁଣ୍ଡ । ଅର୍ଥାତ ଗତମାସ 27 ପରେ ଗତ 7 ତାରିଖ ଆଉ ଏବେ 17 ତାରିଖରେ ପୁଣି ଗଡିଛି ମୁଣ୍ଡ । ଲକ୍ଷ୍ମିସାଗର ଥାନା ଅନ୍ତର୍ଗତ ପୁରୁଣା ରେଳ ଷ୍ଟେସନ 6 ନମ୍ବର ପ୍ଲାଟଫର୍ମର ସାମ୍ମା ସୁକାନ୍ତି ଡର୍ମିଟାରିରେ ହୋଇଛି ଅତି ନିର୍ମମ ହତ୍ୟା କେୟାର ଟେକର ଟିଡି ରାଓ ନାମକ ବୃଦ୍ଧକୁ ହତ୍ୟା କରିଛନ୍ତି ଦୁର୍ବୁତ୍ତ ।

old man murder at bhubaneswar

ଘଟଣାକୁ 24 ଘଣ୍ଟା ବିତି ଯାଇଥିଲେ ମଧ୍ୟ ପୋଲିସ ପାଖରେ ନାହିଁ ସୁରାକ । ତେବେ ଗତ ମାସ 27 ତାରିଖରେ ଏୟାରଫିଲଡ୍‌ ଥାନା ଅଞ୍ଚଳରେ ଘଟିଥିଲା ଏହି ହତ୍ୟାକାଣ୍ଡ । ପରେ ସମାନ 10 ଦିନ ପରେ ଗତ 7 ତାରିଖରେ ଖଣ୍ଡଗିରି ଥାନା ସରକନ୍ତରାରେ ଗୁଳିମାଡରେ ଅନିଲ ଜେନାକୁ ଗୁଳି କରି ହତ୍ୟା କରିଥିଲେ ଅପରାଧୀ ।

ସେହିପରି ଅନୁରୁପ ଭାବେ ଲକ୍ଷ୍ମିସାଗର ଥାନା 6 ନମ୍ବର ପ୍ଲାଟଫର୍ମ ନିକଟରେ ଦୁର୍ବୁତ୍ତମାନେ ଡର୍ମିଟାରି ମଧ୍ୟକୁ ପ୍ରବେଶ କରି ବୃଦ୍ଧଙ୍କ ବେକକୁ କାଟି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ତେବେ 7 ଅଙ୍କ ଥିବା ପ୍ରତ୍ୟେକ ତାରିଖରେ ଏପରି ମୁଣ୍ଡ ଗଡିବା ନେଇ ସହରରେ ଏବେ ଭୟର ବାତାବରଣ ସୃଷ୍ଟି କରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ରାଜଧାନୀକୁ ଶନି ଦଶା,ପ୍ରତି ୭ଅଙ୍କ ତାରିଖରେ ଗଡୁଛି ମୁଣ୍ଡBody:

ରାଜଧାନୀକୁ ଶନି ଦଶା।ପ୍ରତି ଦଶ ଦିନରେ ଗଡୁଛି ମୁଣ୍ଡ।୭ ଅଙ୍କଥିବା ତାରିଖରେ ହେଉଛି ରକ୍ତରଂଜିତ।୨୦ ଦିନରେ ଗଡିଲାଣି ୩ମୁଣ୍ଡ।ଅର୍ଥାତ ଗତମାସ ୨୭ ପରେ ଗତ ୭ ତାରିଖ ଆଉ ଏବେ ୧୭ତାରିକରେ ପୁଣି ଗଡିଛି ମୁଣ୍ଡ।ଲକ୍ଷ୍ମି ସାଗର ଥାନା ଅନ୍ତର୍ଗତ ପୁରୁଣା ରେଳ ଷ୍ଟେସନ ୬ନମ୍ବର ପ୍ଲଟଫର୍ମ ସାମ୍ମା ସୁକାନ୍ତି ଡର୍ମିଟାରିରେ ହୋଇଛି ଅତି ନିର୍ମମ ହତ୍ଯା।କେୟାର ଟେକର ଟି ଡି ରାଓ ନାମକ ବୃଦ୍ଧକୁ ହତ୍ଯା କରିଛନ୍ତି ଦୁର୍ବୁତ।ଘଟଣା ସ୍ଥଳରୁ ଫେରାର ହୋଇଥିବା ବେଳେ ୨୪ ଘଣ୍ଟା ପରେ ବି ପୋଲିସ ପାଖରେ ନାହିଁ ସୁରାକ।ତେବେ ଗତ ମାସ ୨୭ତାରିଖରେ ଏୟାରଫିଲଡ ଥାନା ଅଂଚଳରେ ଘଟିଥିଲା ହତ୍ଯାକାଣ୍ଡ।ପରେ ସମାନ ୧୦ ଦିନ ପରେ ଗତ ୭ ତାରିଖରେ ଖଣ୍ଡଗିରି ଥାନା ସରକନ୍ତରାରେ ଗୁଳିମାଡରେ ଅନିଲ ଜେନାକୁ ଗୁଳି କରି ହତ୍ଯା କରିଥିଲେ ଅପରାଧି।ସେହିପରି ଅନୁରୁପ ଭାବେ ଲକ୍ଷ୍ମିସାଗର ଥାନା ୬ ନମ୍ବର ପ୍ଲାଟଫର୍ମ ନିକଟରେ ଦୁର୍ବୁତ ମାନେ ଡର୍ମିଟାରି ମଧ୍ଯକୁ ପ୍ରବେଶ କରି ବୃଦ୍ଧଙ୍କ ବେକକୁ କାଟି ଅତି ନିର୍ମମ ଭାବେ ହତ୍ଯା କରିଛନ୍ତି।ତେବେ ୭ ଅଙ୍କ ଥିବା ପ୍ରତ୍ଯକ ତାରିଖରେ ଏପରି ମୁଣ୍ଡ ଗଡିବା ନେଇ ସହରରେ ଏବେ ଭୟର ବାତାବରଣ ସୃଷ୍ଟି କରିଛି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.