ETV Bharat / city

ଦୌଡରାଣୀ ଦୂତୀଙ୍କୁ ଆଉ ଏକ ସମ୍ମାନ - ବ୍ରାଣ୍ଡ ଆମ୍ବାସାଡାର ରହିଛନ୍ତି ଦୂତୀ

ଦୌଡ଼ ରାଣୀ ଦୂତୀ ଚାନ୍ଦଙ୍କୁ ଆଉ ଏକ ସଫଳତା । ପ୍ରତିଷ୍ଠିତ ସ୍ପୋର୍ଟସ ବ୍ରାଣ୍ଡ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡାର ରହିଛନ୍ତି ଦୂତୀ ।

ଫାଇଲ ଫଟୋ
author img

By

Published : Oct 14, 2019, 9:22 PM IST

ଭୁବନେଶ୍ବର: ଦୌଡ଼ରାଣୀ ଦୂତୀ ଚାନ୍ଦ ଦିନକୁ ଦିନ ଗୋଟିଏ ପରେ ଗୋଟିଏ ସଫଳତା ସାଉଁଟୁ ଥିବା ବେଳେ ଏବେ ପରଦାରେ ବି ନଜର ଆସିବେ । ଏକ ପ୍ରତିଷ୍ଠିତ ସ୍ପୋର୍ଟସ ବ୍ରାଣ୍ଡ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡାର ରହିସାରିଛନ୍ତି ଦୂତୀ।

ଓଡ଼ିଶାର ପ୍ରଥମ ଖେଳାଳି ଭାବେ ଦୂତୀ ଏହି କମ୍ପାନୀକୁ ପ୍ରମୋଟ କରିଛନ୍ତି । ବିଶ୍ବ ବିଜେତା ମୁଷ୍ଟି ଯୋଦ୍ଧା ମେରି କମଙ୍କ ସହ ଆଗାମୀ ବିଜ୍ଞାପନରେ ଦୂତୀ ନଜର ଆସିବେ । ଏହାର ଏକ ପ୍ରୋମୋ ଭିଡିଓ ଆସିବା ପରେ ଚାଲିଛି ଜୋରଦାର ଚର୍ଚ୍ଚା । ତେବେ ଏଥିରେ ବଲିଉଡର ଅଭିନେତ୍ରୀ ସାରା ଅଲ୍ଲୀ ଖାନ ବି ନଜର ଆସୁଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ପୁମା ର ର ଏଡ଼ଭେଟାଇଜ ରେ ଓଡିଶା ର ଦୌଡ଼ ରାଣୀ ଦୂତୀ ଚାନ୍ଦ।

ଦୌଡ଼ ରାଣୀ ଦୁତି ଚନ୍ଦ୍ ଦିନକୁ ଦିନ ଗୋଟିଏ ପରେ ଗୋଟିଏ ସଫଳତା ସାଉଁଟି ଥିବା ବେଳେ ଏବେ ପରଦା ରେ ନଜର ଆସିବେ। ପୁମା ଭଳି ବଡ଼ ସ୍ପୋର୍ଟ ବ୍ରାଣ୍ଡ କମ୍ପାନୀ ର ବ୍ରାଣ୍ଡ ଆମ୍ଭ।ସେଟର ମଧ୍ୟ ରହିଛନ୍ତି। ଓଡ଼ିଶାର ପ୍ରଥମ ଖେଳାଳି ଯିଏ ପୁମା କୁ ପ୍ରମେଟ କରିଛନ୍ତି। ମେରି କମ ସହ ପୁମା ର ଅପକମିଙ୍ଗ ଏଡ଼ଭେଟାଇଜ ରେ ଦୁତି ନଜର ଆସିବେ ଏବେ ଏହାର ପ୍ରମେ ଭିଡିଓ ଆସିଛି।କିଛିଦିନ ତଳେ ଭୁବନେଶ୍ୱର ସ୍ତିତ ପୁମା ଶୋ ରୁମ ରେ ନିଜର ଫଟେ ସୁଟ କରିବା ରେ ମଧ୍ୟ ସେ ନଜର ଆସିଥିଲେ।Body:ପୁମା ର ର ଏଡ଼ଭେଟାଇଜ ରେ ଓଡିଶା ର ଦୌଡ଼ ରାଣୀ ଦୂତୀ ଚାନ୍ଦ।

ଦୌଡ଼ ରାଣୀ ଦୁତି ଚନ୍ଦ୍ ଦିନକୁ ଦିନ ଗୋଟିଏ ପରେ ଗୋଟିଏ ସଫଳତା ସାଉଁଟି ଥିବା ବେଳେ ଏବେ ପରଦା ରେ ନଜର ଆସିବେ। ପୁମା ଭଳି ବଡ଼ ସ୍ପୋର୍ଟ ବ୍ରାଣ୍ଡ କମ୍ପାନୀ ର ବ୍ରାଣ୍ଡ ଆମ୍ଭ।ସେଟର ମଧ୍ୟ ରହିଛନ୍ତି। ଓଡ଼ିଶାର ପ୍ରଥମ ଖେଳାଳି ଯିଏ ପୁମା କୁ ପ୍ରମେଟ କରିଛନ୍ତି। ମେରି କମ ସହ ପୁମା ର ଅପକମିଙ୍ଗ ଏଡ଼ଭେଟାଇଜ ରେ ଦୁତି ନଜର ଆସିବେ ଏବେ ଏହାର ପ୍ରମେ ଭିଡିଓ ଆସିଛି।କିଛିଦିନ ତଳେ ଭୁବନେଶ୍ୱର ସ୍ତିତ ପୁମା ଶୋ ରୁମ ରେ ନିଜର ଫଟେ ସୁଟ କରିବା ରେ ମଧ୍ୟ ସେ ନଜର ଆସିଥିଲେ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.