ETV Bharat / city

'ମିସେସ ଇଣ୍ଡିଆ ୟୁନିଭର୍ସ'ରେ ଭାଗ ନେବେ ଓଡିଶା ଗୃହିଣୀ

ମିସେସ ଇଣ୍ଡିଆ ୟୁନିଭର୍ସ ପ୍ରତିଯୋଗିତାର ୩ୟ ସଂସ୍କରଣରେ ଭାଗ ନେବେ ଓଡିଶାର ବିବାହିତା ମହିଳା । ଏଥିପାଇଁ ରାଜଧାନୀର ଏକ ହୋଟେଲରେ ଅଡିସନ ଶେଷ ହୋଇଛି ।

author img

By

Published : Aug 11, 2019, 9:13 AM IST

ଫଟୋ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ଭୁବନେଶ୍ବର: ମିସେସ ଇଣ୍ଡିଆ ୟୁନିଭର୍ସ 3 ରେ ଭାଗ ନେବେ ଓଡିଶାର ବିବାହିତ ମହିଳା । ଏହି ପ୍ରତିଯୋଗିତାର ୩ୟ ସଂସ୍କରଣ ପାଇଁ ଜୋନାଲ୍‌
ଅଡିସନ୍‌ ଟେଷ୍ଟ ହୋଇଛି । ଓଡିଶା ପାଇଁ ଭୁବନେଶ୍ବରର ଏକ ପଞ୍ଚତାରକା ହୋଟେଲରେ ଅଡିସନ ହୋଇଛି । 20ରୁ 35 ଓ 35ରୁ 55 ଏମିତି 2ଟି ବର୍ଗରେ ପ୍ରତିଯୋଗୀଙ୍କୁ ଚୟନ କରାଯାଇଛି ।

ପ୍ରାୟ 40 ଜଣ ମହିଳା ଏହି ଅଡିସନରେ ଭାଗ ନେଇଥିଲେ । ତେବେ ମାତ୍ର 6ଜଣ ସୁନ୍ଦରୀଙ୍କୁ ମନୋନୀତ ହୋଇଛନ୍ତି । ତୁଷାର ଧଲିଓ୍ଵାଲ, ଅର୍ଚ୍ଚନା ତେମେରା, ବର୍ଷା ପ୍ରିୟଦର୍ଶନୀ, ରୋଜାଲିନ୍‌ ପାଟ୍ଟଶାଣୀ ମିଶ୍ର, ରୂପସୀ ଓ୍ଵାଧାଓନ୍‌, ସୁଖପ୍ରୀତ୍‌ କୌର୍‌ ପ୍ରମୁଖ କଳାକାର, ଉପସ୍ଥାପକ ଓ ମଡେଲମାନେ ଏହି ଅଡିସନରେ ବିଚାରକ ଭାବେ ଉପସ୍ଥିତ ଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ଏବେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରାୟ ସବୁକ୍ଷେତ୍ରରେ ଓଡ଼ିଆ ମହିଳାମାନେ ସଫଳତା ପାଉଛନ୍ତି । ‘ମିସ୍‌ ଇଣ୍ଡିଆ ୟୁନିଭର୍ସ’ କଣ୍ଟେଷ୍ଟରେ ସର୍ବଭାରତୀୟ ସ୍ତରରେ ଦିଲ୍ଲୀରେ ପ୍ରଥମ, ଜୟପୁରରେ ଦ୍ବିତୀୟ ଏବଂ ମରିସସ୍‌ରେ ତୃତୀୟ ସ୍ଥାନ ଅଧିକାର କରି ଓଡ଼ିଆ ଝିଅମାନେ ରାଜ୍ୟକୁ ଗୌରବାନ୍ଵିତ କରିଛନ୍ତି । ମହିଳାମାନେ ଗୃହିଣୀ ଭାବେ ଘରର ସମସ୍ତ କାର୍ଯ୍ୟ ସୂଚାରୁରୂପେ ସମ୍ପାଦନ କରନ୍ତି । ତେବେ ଯଦି ଶାରୀରିକ ସୌନ୍ଦର୍ଯ୍ୟ ଓ ମାନସିକ ଦକ୍ଷତାରେ ଅଗ୍ରଣୀ ଅଛନ୍ତି, ତେବେ ସେମାନଙ୍କୁ ପ୍ରୋତ୍ସାହିତ କରିବା ଉଚିତ ବୋଲି, ଫ୍ରାନ୍‌ଚାଇଜ୍‌ ଓନର ଅଫ ହେଡ୍‌ ଟଣ୍ଟର ସାଲୋନ୍‌ର, ଓଡ଼ିଶା ଷ୍ଟେଟ ଡାଇରେକ୍ଟର ଏସ୍‌. ଝୁଣ୍ଟି ହୋତା କହିଥିଲେ । ଏହି ସୁନ୍ଦରୀ ପ୍ରତିଯୋଗିତାରେ ପ୍ରଣୟ ଜେଠୀ କ୍ରିଏଟିଭ୍‌ ହେଡ୍‌ର ଭୂମିକା ନିର୍ବାହ କରିଥିଲେ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଏଣିକି ଓଡିଶା ର ବିବାହିତ ମହିଳା ଯୋଗ ଦେବେ ମିସେସ ଇଣ୍ଡିଆ ୟୁନିଭର୍ସ 3 ରେ,Body:ଏଣିକି ଓଡିଶା ର ବିବାହିତ ମହିଳା ଯୋଗ ଦେବେ ମିସେସ ଇଣ୍ଡିଆ ୟୁନିଭର୍ସ 3 ରେ,, କିଛି ଦିନ ତଳେ ଓଡିଶା ର ଝିଅ ବହୁ ବିଭିନ୍ନ ସ୍ଥାନ ରେ ମଡେଲିଙ୍ଗ ରେ ଭାଗ ନେଇ ଓଡିଶା ପାଇଁ ଗୌରବ ଆଣି ଥିବା ବେଳେ ଆଜି ମିସେସ ଇଂଡିଆ ୟୁନିଭର୍ସ 3 ର ପାଇଁ ସାରା ଓଡ଼ିଶାରୁ ଭୁବନେଶ୍ୱର ରୁ ବଛା ଗଲା ମଡେଲ।ରାଜଧାନୀର ଖାରବେଳ ନଗରସ୍ଥିତ ଏଚ୍‌ଏଚ୍‌ଅଇ
ତାରକା ହୋଟେଲ ପରିସରରେ ‘ମିସ୍‌ ଇଣ୍ଡିଆ । ୟୁନିଭର୍ସ’ ସିଜିନ୍‌-୩ ପାଇଁ ଜୋନାଲ୍‌
ଅଡିସନ୍‌ ଟେଷ୍ଟ ହୋଇଯାଇଛି। ୨୦ରୁ ୩୫ ଏବଂ ୩୫ରୁ ୫୫ ବର୍ଷ ବୟସ; ଏମିତି
ଦୁଇଟି ବର୍ଗର ପ୍ରତିଯୋଗୀଙ୍କୁ ନେଇ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅନୂ୍ୟନ ୪୦
ଜଣ ପ୍ରତିଯୋଗୀ ଏହିପ୍ରତିଯୋଗିତାରେ ଅଂଶଗ୍ରହଣ କରିଥେିଲ, ହେଲେ ସେମାନଙ୍କ
ମଧ୍ୟରୁମାତ୍ର ୬ ଜଣ ସୁନ୍ଦରୀଙ୍କୁମନୋନୀତ କରାଯାଇଥିଲା। ଯଥା ତୁଷାର ଧଲିଓ୍ଵାଲ, ଅର୍ଚ୍ଚନା ତେମେରା
ବର୍ଷା ପ୍ରିୟଦଶନୀ, ରୋଜାଲିନ୍‌ ପାଟ୍ଟଶାଣୀ ମିଶ୍ର, ରୂପସୀ ଓ୍ଵାଧାଓନ୍‌, ସୁଖପ୍ରୀତ୍‌ କୌର୍‌ ପ୍ରମୁଖ ଅଭିନେତା, ଉପସ୍ଥାପକ ଓ ମଡେଲ ମାନେ ଏହି ପ୍ରେିଯାଗିତାର ବିଚାରକ ଭାବେ ଉପସ୍ଥିତ ଥିଲେ।ଫ୍ରାନ୍‌ଚାଇଜ୍‌ ଓନର ଅଫ ହେଡ୍‌ ଟଣ୍ର୍ଣର ସାଲୋନ୍‌ର ଷେ୍ଟଟ୍‌ ଡାଇରେକ୍ଟର ଅଫ ଓଡ଼ିଶା
ଏସ୍‌. ଝୁଣ୍ଟି ହୋତା କହିଥିଲେ, ଏବେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରାୟ ସବୁକ୍ଷେତ୍ର ରେ ଓଡ଼ିଆ ମହିଳାମାନେ ସଫଳତା ପାଉଛନ୍ତି। ‘ମିସ୍‌ ଇଣ୍ଡିଆ ୟୁନିଭର୍ସ’
କଣେ୍ଟଷ୍ଟରେ ସର୍ବଭାତୀୟ ସ୍ତରରେ ଦିଲ୍ଲୀରେ ପ୍ରଥମ, ଜୟପୁରରେ ଦ୍ୱିତୀୟ ଏବଂ ମରିସସ୍‌ରେ ତୃତୀୟ ସ୍ଥାନ ଅଧିକାର କରି ସଡ଼ିଆ ସୁନ୍ଦରୀ ମାନେ ରାଜ୍ୟକୁ ଗୌରବାନ୍ଵିତ କରିଛନ୍ତି। ମହିଳାମାନେ ଗୃହିଣୀ ଭାବେ ଘରର ସମସ୍ତ କାର୍ଯ୍ୟ ସଚାରୁରୂପେ ସମ୍ପାଦନ କରିବା ସହ ଯଦି ଶାରୀରିକ ସୌନ୍ଦର୍ଯ୍ୟ ଓ ମାନସିକ ଦକ୍ଷତାରେ ଅଗ୍ରଣୀ ଅଛନ୍ତି ତେବେ ସେମାନଙ୍କୁ ପେ୍ରାତ୍ସାହିତ କରିବା ଉଚିତ। ମିସ୍‌ ହୋତାଙ୍କ ପ୍ରତ୍ୟକ୍ଷ
ତତ୍ତ୍ୱାବଧାନରେ ପରିଚାଳିତ ଏହି ସୁନ୍ଦରୀ ପ୍ରତିଯୋଗିତାର କ୍ରିଏଟିଭ୍‌ ହେଡ୍‌ ଭାବେ ଭୂମିକା ନିର୍ବାହ କରିଥିଲେ ପ୍ରଣୟ ଜେଠୀ। Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.