ETV Bharat / city

ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାରେ ବଜ୍ରପାତ ବର୍ଷା - odisha weather

ଧୀରେ ଧୀରେ କମୁଛି ତାପମାତ୍ରା । ଆସନ୍ତା ୨୪ ଘଣ୍ଟା ଅର୍ଥାତ ଶନିବାର ମଧ୍ୟରେ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି । ମୟୂରଭଞ୍ଜ, ନୂଆପଡା, ସମ୍ବଲପୁର, ନୟାଗଡ଼ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଅଧିକ ପଢନ୍ତୁ...

ଓଡିଶା ପାଣିପାଗ ସୂଚନା
ଓଡିଶା ପାଣିପାଗ ସୂଚନା
author img

By

Published : Mar 12, 2021, 10:54 PM IST

ଭୁବନେଶ୍ବର: ଧୀରେ ଧୀରେ କମୁଛି ତାପମାତ୍ରା । ଆସନ୍ତା ୨୪ ଘଣ୍ଟା ଅର୍ଥାତ ଶନିବାର ମଧ୍ୟରେ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି । ମୟୂରଭଞ୍ଜ, ନୂଆପଡା, ସମ୍ବଲପୁର, ନୟାଗଡ଼ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।

ଓଡିଶା ପାଣିପାଗ ସୂଚନା
ସେହିପରି ଆଜି ମଧ୍ୟ ଓଡିଶାର କେତେକ ସ୍ଥାନରେ ଅଳ୍ପରୁ ମଧ୍ୟମ ବର୍ଷା ହୋଇଛି । ଭଦ୍ରକର ଆଖୁଆ ପଦା ଠାରେ ସବୁଠାରୁ ଅଧିକ ଅର୍ଥାତ 27.4 ମିମି ବର୍ଷା ହୋଇଥିବାର ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.