ETV Bharat / city

Odisha ULB Polls: ପୁଣି ୱାର୍ଡ ସୀମା ପୁନଃନିର୍ଦ୍ଧାରଣକୁ ବିରୋଧ

ପଞ୍ଚାୟତ ନିର୍ବାଚନ (Odisha Panchayat Election) ପରେ ପରେ ହେବ ପୌର ନିର୍ବାଚନ । ଏଥିପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ପଞ୍ଚାୟତ ସହିତ ପୌରରେ କେମିତି ବାଜିମାତ କରିବେ ତାକୁ ନେଇ ଚାଲିଛି ରାଜନୈତିକ ଦଳଙ୍କ ମଧ୍ୟରେ ରଣନୀତି। ଅଧିକ ପଢନ୍ତୁ

କଂଗ୍ରେସ ବିଧାୟକ ସୁରେଶ ରାଉତରାୟ
କଂଗ୍ରେସ ବିଧାୟକ ସୁରେଶ ରାଉତରାୟ
author img

By

Published : Jan 3, 2022, 10:58 PM IST

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ (Odisha Panchayat Election) ପରେ ପରେ ହେବ ପୌର ନିର୍ବାଚନ । ଏଥିପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ପଞ୍ଚାୟତ ସହିତ ପୌରରେ କେମିତି ବାଜିମାତ କରିବେ ତାକୁ ନେଇ ଚାଲିଛି ରାଜନୈତିକ ଦଳଙ୍କ ମଧ୍ୟରେ ରଣନୀତି।

ପୌର ନିର୍ବାଚନ: ପୁଣି ୱାର୍ଡ ସୀମା ପୁନଃ ନିର୍ଦ୍ଧାରଣକୁ ବିରୋଧୀଙ୍କ ବିରୋଧ

ୱାର୍ଡ ସୀମା ପୁନଃ ନିର୍ଦ୍ଧାରଣ ପାଇଁ ନିର୍ଦ୍ଦେଶ ଦେଇଛି ଗୄହନିର୍ମାଣ ନଗର ଉନ୍ନୟନ ବିଭାଗ। ତିନି ପ୍ରମୁଖ ରାଜନୈତିକ ଦଳନିର୍ବାଚନ ପାଇଁ ପ୍ରସ୍ତୁତ ଥିବା କହିଥିବା ବେଳେ ବିଜେପି ଓ କଂଗ୍ରେସ ସୀମା ନିର୍ଦ୍ଧାରଣ ଏବଂ ସଂରକ୍ଷଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ଗୄହନିର୍ମାଣ ନଗର ଉନ୍ନୟନ ବିଭାଗ ସବୁ ମ୍ୟୁନିସିପାଲ କମିଶନର ଓ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ୱାର୍ଡ ସୀମା ପୁନଃ ନିର୍ଦ୍ଧାରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୧ ଜନଗଣନା ଅନୁଯାୟୀ ହେବ ସୀମା ପୁନଃ ନିର୍ଦ୍ଧାରଣ। ୫ ଟି ମହାନଗର ନିଗମ ଓ ୧୦୭ପୌରାଞ୍ଚଳର ହେବ ସୀମା ପୁନଃ ନିର୍ଦ୍ଧାରଣ। ଅଣସିଡ୍ୟୁଲ ଅଞ୍ଚଳରେ ଓବିସି ପାଇଁ ରହିବନି ସଂରକ୍ଷଣ । ଜାନୁଆରୀ ୫ ସୁଦ୍ଧା ମହାନଗର ନିଗମ ସୀମା ପୁନଃ ନିର୍ଦ୍ଧାରଣ ହେବ ।

ଏହାକୁ ନେଇ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କଡା ସମାଲୋଚନା କରି କହିଛନ୍ତି ରାଜ୍ୟ ସରକାର ପ୍ରହସନ କରୁଛନ୍ତି। ତାଙ୍କ ସୁବିଧା ଦେଖି କାହାକୁ ଦେବେ କେଉଁ ୱାର୍ଡ ରଖିବେ ସଵୁ ନିଷ୍ପତ୍ତି କରୁଛନ୍ତି ବୋଲି କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.