ETV Bharat / city

ଅସହ୍ୟ ଶୀତରେ ଥରିବ ଓଡିଶା - ରାଜ୍ୟରେ ଘନ କୁହୁଡି

ରବିବାରଠାରୁ ରାଜ୍ୟରେ ଘନ କୁହୁଡି । ବର୍ଷା ପରେ ଶୀତରେ ଥରିବ ରାଜ୍ୟ । ଅଧିକ ପଢନ୍ତୁ...

weather forecast of odisha
ଅସହ୍ୟ ଶୀତରେ ଥରିବ ସାରା ରାଜ୍ୟ
author img

By

Published : Jan 4, 2020, 11:08 PM IST

ଭୁବନେଶ୍ବର: ରାଜ୍ୟରେ ବର୍ଷା ପରେ ରବିବାରଠାରୁ ଦେଖିବାକୁ ମିଳିବ ଘନ କୁହୁଡି । ଏହାସହ ପାଗ ଶୁଖିଲା ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

ଅସହ୍ୟ ଶୀତରେ ଥରିବ ସାରା ରାଜ୍ୟ

ଗତ 24 ଘଣ୍ଟାରେ ଅନୁଗୋଳ ଜିଲ୍ଲାର ତାଳଚେର ଠାରେ ସର୍ବଧିକ 58.0 ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡରେ 49.2 ମିମି ବର୍ଷା ରେକର୍ଡ କରାଯାଇଛି । ରାଜ୍ୟରେ ଥିବା 145ଟି ଷ୍ଟେସନ ମଧ୍ୟରୁ 130 ଟି ଷ୍ଟେସନରେ ବର୍ଷା ରେକର୍ଡ କରାଯାଇଛି । ଏହାସହ ରାଜ୍ୟରେ ପୁଣି ଅସହ୍ୟ ଶୀତ ଲହରି ଜାରି ରହିବ । ତାପମାତ୍ରା 4-6 ଡିଗ୍ରି ତଳକୁ ଖସିବ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ପାଣିପାଗ ସୂଚନା।

Body:ଗତ ୨୪ ଘଣ୍ଟାରେ ଅନୁଗୁଳ ଜିଲ୍ଲାର ତାଳଚେର ଠାରେ ସର୍ବଧିକ ୫୮.୦ ମିମି ବର୍ଷା ରେକର୍ଡ କରାଯାଇଛି।ସେହିପରି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ରେ ୪୯.୨ମିମି ରେକର୍ଡ କରାଯାଇଛି।ରାଜ୍ୟରେ ଥିବା ୧୪୫ଟି ଷ୍ଟେସନ ମଧ୍ୟରୁ ୧୩୦ ଟି ଷ୍ଟେସନ ରେ ବର୍ଷା ରେକର୍ଡ କରାଯାଇଛି।ତେବେ ଆସନ୍ତା କାଲି ଠାରୁ ସାରା ରାଜ୍ୟରେ ପାଗ ଶୁଖିଲା ରହିବ।ପୁଣି ଅସହ୍ୟ ଜାଡରେ ଥରିବ ସାରା ଓଡିଶା।ତାପମାତ୍ରା ୪,୬ ଡିଗ୍ରି ତଳକୁ ଖସିବ।ତେବେ ସାରା ରାଜ୍ୟରେ ଆସନ୍ତା କାଲି ଠାରୁ ଘନ କୁହୁଡି ଦେଖା ଦେବ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.