ETV Bharat / city

ସହରାଞ୍ଚଳ କର୍ମନିଯୁକ୍ତି ଓ ମଳ ପରିଚାଳନା ପାଇଁ ଓଡିଶାକୁ ପୁରସ୍କାର - ସହରାଞ୍ଚଳ କର୍ମନିଯୁକ୍ତି

ସହରାଞ୍ଚଳ କର୍ମନିଯୁକ୍ତି ଓ ମଳ ପରିଚାଳନା ପାଇଁ ଓଡିଶାକୁ ପୁରସ୍କାର । ୨୦୨୦ର ଗ୍ବାଙ୍ଗଝୋ ଆର୍ନ୍ତଜାତିକ ପୁରସ୍କାର ପାଇବ ଓଡ଼ିଶା । ଅଧିକ ପଢନ୍ତୁ...

odisha to receive urban employment
ସହରାଞ୍ଚଳ କର୍ମନିଯୁକ୍ତି ଓ ମଳ ପରିଚାଳନା ପାଇଁ ଓଡିଶାକୁ ପୁରସ୍କାର
author img

By

Published : Feb 9, 2021, 9:37 PM IST

ଭୁବନେଶ୍ବର: ଓଡ଼ିଶାକୁ ମିଳିବ ଆନ୍ତର୍ଜାତିକ ପୁରସ୍କାର । ସହରାଞ୍ଚଳ କର୍ମନିଯୁକ୍ତି ଓ ମଳ ପରିଚାଳନା ପାଇଁ ଓଡିଶାକୁ ପୁରସ୍କାର । ରାଜ୍ୟରେ ବିଭିନ୍ନ ପୌରସଂସ୍ଥାରେ ଚାଲିଛି ମଜୁରୀ ଭିତ୍ତିକ କର୍ମ ନିଯୁକ୍ତି ଯୋଜନା ।

୨୦୨୦ର ଗ୍ବାଙ୍ଗଝୋ ଆର୍ନ୍ତଜାତିକ ପୁରସ୍କାର ପାଇବ ଓଡ଼ିଶା । ରାଜ୍ୟର ୧୧୪ଟି ପୌରସଂସ୍ଥାରେ ଚାଲିଛି ମଜୁରୀଭିତ୍ତିକ କର୍ମ ନିଯୁକ୍ତି ଯୋଜନା । ବ୍ରହ୍ମପୁର ମହାନଗରରେ ମଳ ପରିଚାଳନା ପାଇଁ ପୁରସ୍କାର ପାଇଛି । ସେହିପରି ପୁରୀର ବିଶୁଦ୍ଧ ପାନୀୟଜଳ ଯୋଗାଣ ପ୍ରକଳ୍ପ ପାଇଁ ଓଡ଼ିଶାକୁ ପ୍ରମାଣପତ୍ର ମିଳିଛି । ଦେଶର ଏକମାତ୍ର ରାଜ୍ୟ ଭାବେ ଓଡିଶା ଏହି ପୁରସ୍କାର ପାଇବାରେ ସଫଳ ହୋଇଛି । ବିଶ୍ବର ୧୫ଟି ଦେଶ ସହ ଓଡ଼ିଶାକୁ ମିଳିବ ଆନ୍ତର୍ଜାତିକ ପୁରସ୍କାର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.