ETV Bharat / city

୧୯ରୁ ପ୍ରବଳ ଥଣ୍ଡାରେ ଥରିବ ସାରା ଓଡିଶା !

author img

By

Published : Dec 16, 2020, 9:45 PM IST

ଆସନ୍ତା 19ରୁ ପ୍ରବଳ ଥଣ୍ଡାରେ ଥରିବ ଓଡିଶା ! ଆସନ୍ତା ୨୪ ଘଣ୍ଟା ଅର୍ଥାତ ଗୁରୁବାର ମଧ୍ୟରେ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ସ୍ଵଳ୍ପରୁ ମଧ୍ୟମ ଧରଣର କୁହୁଡି ଦେଖାଯିବ। ଶୁଣନ୍ତୁ ଏନେଇ କଣ କହୁଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ।

୧୯ ରୁ ପ୍ରବଳ ଥଣ୍ଡାରେ ଥରିବ ସାରା ଓଡିଶା!
୧୯ ରୁ ପ୍ରବଳ ଥଣ୍ଡାରେ ଥରିବ ସାରା ଓଡିଶା!

ଭୁବନେଶ୍ବର: ଆସନ୍ତା ୧୯ରୁ ତାପମାତ୍ରା ୪ ରୁ ୬ ଡିଗ୍ରୀ କମିବ । ଫଳରେ ପ୍ରବଳ ଜାଡ଼ରେ ଥରିବ ସାରା ଓଡିଶା ! ଆସନ୍ତା ୨୪ ଘଣ୍ଟା ଅର୍ଥାତ ଗୁରୁବାର ମଧ୍ୟରେ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ସ୍ଵଳ୍ପରୁ ମଧ୍ୟମ ଧରଣର କୁହୁଡି ଦେଖାଯିବ।

୧୯ ରୁ ପ୍ରବଳ ଥଣ୍ଡାରେ ଥରିବ ସାରା ଓଡିଶା!

ସୁନ୍ଦରଗଡ଼,କୋରାପୁଟ,ଅନୁଗୁଳ,ମୟୁରଭଞ୍ଜ,ବୌଦ୍ଧ,ମାଲକାନଗିରି,ଢେଙ୍କାନାଳ,କଟକ,ଭଦ୍ରକ,ଯାଜପୁର କେଓଁଝର,ରାୟଗଡା,କନ୍ଧମାଳ ଜିଲ୍ଲାରେ ସ୍ଵଳ୍ପ କୁହୁଡି ଦେଖାଯିବ । ସାରା ରାଜ୍ୟରେ ପାଗ ଶୁଖିଲା ରହିବ। ଭୁବନେଶ୍ବରରେ ତାପମାତ୍ରା ହ୍ରାସ ପାଇବ। ଗତ ୨୪ ଘଣ୍ଟା ଭିତରେ ସ୍ବଳ୍ପ କୁହୁଡି ଦେଖାଯାଇଛି । ଅନୁଗୁଳ,କୋରାପୁଟ,ରାୟଗଡା,କନ୍ଧମାଳ ଜିଲ୍ଲାରେ ସ୍ବଳ୍ପ କୁହୁଡି ରେକର୍ଡ ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.