ETV Bharat / city

ବିପର୍ଯ୍ୟୟ ପରିଚାଳନା ଓ ମହାମାରୀ ବିଷୟ ପଢିବେ ସ୍କୁଲ ପିଲା - ବିପର୍ଯ୍ୟୟ ପରିଚାଳନା ଓ ମହାମାରୀ ବିଷୟ

ବିପର୍ଯ୍ୟୟ ପରିଚାଳନା ଓ ମହାମାରୀ ବିଷୟ ପଢିବେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

ବିପର୍ଯ୍ୟୟ ପରିଚାଳନା ଓ ମହାମାରୀ ବିଷୟ ପଢିବେ ସ୍କୁଲ ପିଲା

author img

By

Published : Jul 31, 2022, 11:46 AM IST

କଟକ: ଏଥର ନବମ ଓ ଦଶମ ଶ୍ରେଣୀ ବହିରେ ରହିବ ନୂଆ ବିଷୟବସ୍ତୁ । ସ୍କୁଲରେ ବିପର୍ଯ୍ୟୟ ପରିଚାଳନା ଓ ମହାମାରୀ(Disaster Management And Pandemic) ସମ୍ପର୍କରେ ପଢିବେ ଛାତ୍ରଛାତ୍ରୀ । ଭୂଗୋଳ ଓ ଜୀବ ବିଜ୍ଞାନ ବହିରେ ଏହି ଦୁଇ ବିଷୟବସ୍ତୁ ରହିବ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ପିଲାଙ୍କୁ ବିପର୍ଯ୍ୟୟ ପରିଚାଳନା ଓ ମହାମାରୀ ବାବଦରେ ଶିକ୍ଷା ଦିଆଯିବ । ବୋର୍ଡ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି ।

ବିପର୍ଯ୍ୟୟ ପରିଚାଳନା ଓ ମହାମାରୀ ବିଷୟ ପଢିବେ ସ୍କୁଲ ପିଲା
ବିପର୍ଯ୍ୟୟ ପରିଚାଳନା ଓ ମହାମାରୀ ବିଷୟ ପଢିବେ ସ୍କୁଲ ପିଲା

ନୂତନ ପାଠ୍ୟକ୍ରମ ବୋର୍ଡ ଓ୍ବେବ ସାଇଟରେ ଉପଲବ୍ଧ ହେବ । www.bseodisha.ac.in ଲଗ୍ ଇନ କରି ନୂତନ ବିଷୟ ବସ୍ତୁ ଜାଣିପାରିବେ । ଏନେଇ ସୂଚନା ଦେବା ପାଇଁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ଓ ପ୍ରଧାନ ଶିକ୍ଷକଙ୍କୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.