ETV Bharat / city

Odisha Corona Report: ଦିନକରେ 1539 ପଜିଟିଭ, ୨୪ ମୃତ - ଓଡିଶା କୋରୋନା ମୃତ୍ୟୁ

ଗତ 24 ଘଣ୍ଟାରେ 1539 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12,76,114ରେ ପହଞ୍ଚିଛି । ସେହିପରି ଆଜି 24 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

Odisha Corona Report: ଦିନକରେ 1539 ପଜିଟିଭ ଚିOdisha Corona Report: ଦିନକରେ 1539 ପଜିଟିଭ ଚିହ୍ନଟ, ୨୪ ମୃତOdisha Corona Report: ଦିନକରେ 1539 ପଜିଟିଭ ଚିହ୍ନଟ, ୨୪ ମୃତହ୍ନଟ, ୨୪ ମୃତ
Odisha Corona Report: ଦିନକରେ 1539 ପଜିଟିଭ ଚିହ୍ନଟ, ୨୪ ମୃତ
author img

By

Published : Feb 12, 2022, 10:15 AM IST

ଭୁବନେଶ୍ବର: ରାଜ୍ୟରେ କମୁଛି ବଢୁଛି କୋରୋନାର ଦୈନିକ ସଂକ୍ରମଣ । ଗତ 24 ଘଣ୍ଟାରେ 1539 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 342 କିଶୋର କିଶୋରୀ ରହିଥିବା ବେଳେ 897 କ୍ବାରେଣ୍ଟାଇନ ସେଣ୍ଟର ଓ 642 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଆଜି ୨୪ଜଣ କୋରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 223ଟି ମାମଲା ରହିଥିବା ବେଳେ ଅନୁଗୋଳରୁ 119, ବାଲେଶ୍ବରରୁ 40, ବରଗଡରୁ 23, ଭଦ୍ରକରୁ 25, ବଲାଙ୍ଗୀରରୁ 10, ବୌଦ୍ଧରୁ 27, କଟକରୁ 85, ଦେବଗଡରୁ 37, ଢେଙ୍କାନାଳରୁ 11, ଗଜପତିରୁ 44, ଗଞ୍ଜାମରୁ 55, ଜଗତସିଂହପୁରରୁ 35, ଯାଜପୁରରୁ 50, ଝାରସୁଗୁଡାରୁ 23, କଳାହାଣ୍ଡିରୁ 35, କନ୍ଧମାଳରୁ 20, କେନ୍ଦ୍ରାପଡାରୁ 38, କେନ୍ଦୁଝରରୁ 53, କୋରାପୁଟରୁ 72, ମାଲକାନଗିରିରୁ 1, ମୟୂରଭଞ୍ଜରୁ 53 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ନବରଙ୍ଗପୁରରୁ 32, ନୟାଗଡରୁ 36, ନୂଆପଡାରୁ 26, ପୁରୀରୁ 33, ରାୟଗଡାରୁ 75, ସମ୍ବଲପୁରରୁ 65, ସୋନପୁରରୁ 17, ସୁନ୍ଦରଗଡରୁ 124 ଓ ଷ୍ଟେଟପୁଲରୁ 52 ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12,76,114ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.