ETV Bharat / city

Odisha Corona Report: ଦିନକରେ ୯,୮୩୩ ସଂକ୍ରମିତ, ୬ ମୃତ - ଓଡିଶା କୋରୋନା ଦୈନିକ ସଂକ୍ରମଣ

ଗତ ୨୪ ଘଣ୍ଟାରେ ୯ ହଜାର ୮୩୩ କୋରୋନା ପଜିଟିଭ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୧,୮୯, ୦୩୩ରେ ପହଞ୍ଚିଛି । ଅଧିକ ପଢନ୍ତୁ

Odisha Corona Report: ଦିନକରେ ୯,୮୩୩  ସଂକ୍ରମିତ ଚିହ୍ନଟ

author img

By

Published : Jan 21, 2022, 9:25 AM IST

ଭୁବନେଶ୍ବର: ରାଜ୍ୟରେ ସାମାନ୍ୟ ଖସିଲା କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୯ ହଜାର ୮୩୩ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୯୭୨ କିଶୋର କିଶୋରୀ ରହିଥିବା ବେଳେ ୫,୬୯୯ କ୍ବାରେଣ୍ଟାଇନ ସେଣ୍ଟର ଓ ୪,୧୩୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଆଜି ରାଜ୍ୟରେ ୬ ଜଣ କୋରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଛି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨,୯୪୬ଟି ମାମଲା ରହିଥିବା ବେଳେ ଅନୁଗୋଳରୁ ୧୧୪, ବାଲେଶ୍ବରରୁ ୨୮୬, ବରଗଡରୁ ୧୭୨, ଭଦ୍ରକରୁ ୧୨୯, ବଲାଙ୍ଗୀରରୁ ୨୮୮, ବୌଦ୍ଧରୁ ୧୨୦, କଟକରୁ ୭୭୪, ଦେବଗଡରୁ ୪୭, ଢେଙ୍କାନାଳରୁ ୯୫, ଗଜପତିରୁ ୮୮ , ଗଞ୍ଜାମରୁ ୬୯, ଜଗତସିଂହପୁରରୁ ୧୫୨, ଯାଜପୁରରୁ ୨୫୬, ଝାରସୁଗୁଡାରୁ ୧୬୮, କଳାହାଣ୍ଡିରୁ ୧୭୧, କନ୍ଧମାଳରୁ ୯୧, କେନ୍ଦ୍ରାପଡାରୁ ୯୯, କେନ୍ଦୁଝରରୁ ୧୬୮, କୋରାପୁଟରୁ ୧୭୪, ମାଲକାନଗିରିରୁ ୫୬, ମୟୂରଭଞ୍ଜରୁ ୨୯୫, ନବରଙ୍ଗପୁରରୁ ୧୫୬, ନୟାଗଡରୁ ୨୯୨, ନୂଆପଡାରୁ ୧୭୩, ପୁରୀରୁ ୧୪୬, ରାୟଗଡାରୁ ୨୭୪, ସମ୍ବଲପୁରରୁ ୨୦୬, ସୋନପୁରରୁ ୧୧୭, ସୁନ୍ଦରଗଡରୁ ୧୧୩୪ ଓ ଷ୍ଟେଟପୁଲରୁ ୫୭୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୧,୮୯, ୦୩୩ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.