ETV Bharat / city

ଦେଶରେ ବଢୁଛି ରାଜ୍ୟରେ କମୁଛି, ଦିନକରେ 8 କୋରୋନା ପଜିଟିଭ - ଓଡିଶା କୋରୋନା ପଜିଟିଭ ମାମଲା

ରାଜ୍ୟରେ ଗତ ୨୪ ଘଣ୍ଟାରେ 8 କୋରୋନା ପଜିଟିଭ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର 959ରେ ପହଞ୍ଚିଛି । ଅଧିକ ପଢନ୍ତୁ

କମୁଛି ମାମଲା , ଦିନକରେ 8 ସଂକ୍ରମିତ
କମୁଛି ମାମଲା , ଦିନକରେ 8 ସଂକ୍ରମିତକମୁଛି ମାମଲା , ଦିନକରେ 8 ସଂକ୍ରମିତ
author img

By

Published : Apr 20, 2022, 11:11 AM IST

Updated : Apr 20, 2022, 2:03 PM IST

ଭୁବନେଶ୍ବର: ରାଜ୍ୟରେ କିଛି ଦିନ ସଂକ୍ରମଣ ତଳମୁହାଁ ରହିଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା 10ରୁ କମ ରହିଛି । ଗତ 24 ଘଣ୍ଟାରେ 8 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 1 ଶିଶୁ ରହିଥିବା ବେଳେ 5 କ୍ବାରେଣ୍ଟାଇନ ସେଣ୍ଟର ଓ 3 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବଲାଙ୍ଗୀରରୁ 1, କଟକରୁ 2, ଖୋର୍ଦ୍ଧାରୁ 1, ସମ୍ବଲପୁରରୁ 2 ଓ ସୁନ୍ଦରଗଡରୁ 2ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12 ଲକ୍ଷ 87 ହଜାର 959ରେ ପହଞ୍ଚିଛି ।

ବର୍ତ୍ତମାନ ରାଜ୍ୟରେ 110 ସକ୍ରିୟ ମାମଲା ରହିଛି । ନୂଆ 8 ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ 12 ଲକ୍ଷ 78 ହଜାର 672 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା 31101364 କୋରୋନା ପରୀକ୍ଷା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 20, 2022, 2:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.