ETV Bharat / city

Odisha Corona Report: ଦିନକରେ 671 ସଂକ୍ରମିତ ଚିହ୍ନଟ - ଓଡିଶା କୋରୋନା ନ୍ୟୁଜ

ରାଜ୍ୟରେ ଗତ 24 ଘଣ୍ଟାରେ 671 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12 ଲକ୍ଷ 81,455ରେ ପହଞ୍ଚିଛି ।

Odisha Corona Report: ଦିନକରେ 671 ସଂକ୍ରମିତ ଚିହ୍ନଟ

author img

By

Published : Feb 18, 2022, 10:15 AM IST

ଭୁବନେଶ୍ବର: ରାଜ୍ୟରେ କ୍ରମଶଃ କୋରୋନାର ଦୈନିକ ସଂକ୍ରମଣ ତଳ ମୁହାଁ ହୋଇଛି । ଗତ 24 ଘଣ୍ଟାରେ 671 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 131 କିଶୋର କିଶୋରୀ ରହିଥିବା ବେଳେ 393 କ୍ବାରେଣ୍ଟାଇନ ସେଣ୍ଟର ଓ 278 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 86ଟି ମାମଲା ରହିଥିବା ବେଳେ ଅନୁଗୋଳରୁ 22, ବାଲେଶ୍ବରରୁ 12, ବରଗଡରୁ 16, ଭଦ୍ରକରୁ 7, ବଲାଙ୍ଗୀରରୁ 7, ବୌଦ୍ଧରୁ 16, କଟକରୁ 31, ଦେବଗଡରୁ 6, ଢେଙ୍କାନାଳରୁ 5, ଗଜପତିରୁ 27, ଗଞ୍ଜାମରୁ 11, ଜଗତସିଂହପୁରରୁ 12, ଯାଜପୁରରୁ 47, ଝାରସୁଗୁଡାରୁ 20, କଳାହାଣ୍ଡିରୁ 11, କନ୍ଧମାଳରୁ 13, କେନ୍ଦ୍ରାପଡାରୁ 19, କେନ୍ଦୁଝରରୁ 9, କୋରାପୁଟରୁ 39, ମାଲକାନଗିରିରୁ 2, ମୟୂରଭଞ୍ଜରୁ 22 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ନବରଙ୍ଗପୁରରୁ 4, ନୟାଗଡରୁ 18, ନୂଆପଡାରୁ 14, ପୁରୀରୁ 12, ରାୟଗଡାରୁ 9, ସମ୍ବଲପୁରରୁ 28, ସୋନପୁରରୁ 1, ସୁନ୍ଦରଗଡରୁ105 ଓ ଷ୍ଟେଟପୁଲରୁ 23ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12 ଲକ୍ଷ 81,455ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.