ETV Bharat / city

Odisha Corona, ଆଜି 500 ତଳେ ସଂକ୍ରମଣ - ଓଡିଶା କୋରୋନା ନ୍ୟୁଜ

ରାଜ୍ୟରେ ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 403 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

Odisha Corona, 5ଶହ ତଳେ ସଂକ୍ରମଣ
Odisha Corona, 5ଶହ ତଳେ ସଂକ୍ରମଣ
author img

By

Published : Aug 13, 2022, 10:54 AM IST

ଭୁବନେଶ୍ବର: ରାଜ୍ୟରେ ପୁଣି ପାଞ୍ଚଶହ ତଳକୁ କୋରୋନା ଦୈନିକ ସଂକ୍ରମଣ । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 403 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 237 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 166 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 48 କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ 1, ବାଲେଶ୍ବର 7, ବରଗଡ 13, ଭଦ୍ରକରୁ 1, ବଲାଙ୍ଗୀରରୁ 22, ବୌଦ୍ଧରୁ 6, କଟକରୁ 16, ଦେଓଗଡରୁ 2,ଢେଙ୍କାନାଳରୁ 1, ଗଜପତିରୁ 6, ଜଗତସିଂହପୁର 2, ଯାଜପୁରରୁ 5, ଝାରସୁଗୁଡାରୁ 2, କଳାହାଣ୍ଡିରୁ 19, କନ୍ଧମାଳରୁ 4,ଖୋର୍ଦ୍ଧାରୁ 81 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି କୋରାପୁଟରୁ 9, ମାଲକାନଗିରିରୁ ୧, ମୟୂରଭଞ୍ଜରୁ 19, ନବରଙ୍ଗପୁରରୁ 17, ନୟାଗଡରୁ 15, ନୂଆପଡାରୁ 17, ପୁରୀରୁ 2, ରାୟଗଡାରୁ 4, ସମ୍ବଲପୁରରୁ 36, ସୋନପୁରରୁ 14, ସୁନ୍ଦରଗଡରୁ 66 ଓ ଷ୍ଟେଟପୋଲରୁ 14 ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 22 ହଜାର 183ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 4407 ସକ୍ରିୟ ମାମଲା ରହିଛି । ନୂଆ 844 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ 13 ଲକ୍ଷ 9 ହଜାର 10 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.