ETV Bharat / city

Odisha Corona: ଦୈନିକ ସଂକ୍ରମଣ 300 ପାର - ଓଡିଶାରେ କୋରୋନା ସଂକ୍ରମଣ

ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 346 ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

Odisha Corona: ଦୈନିକ ସଂକ୍ରମଣ 300 ପାର
Odisha Corona: ଦୈନିକ ସଂକ୍ରମଣ 300 ପାର
author img

By

Published : Jul 3, 2022, 9:39 AM IST

ଭୁବନେଶ୍ବର: ରାଜ୍ୟରେ ପୁଣି କୋରୋନା ଆତଙ୍କ । ଲଗାତାର 2ଶହ ପଜିଟିଭ ଚିହ୍ନଟ ପରେ ଏବେ 300 ପାର କରିଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଯାହା ଏବେ ରାଜ୍ୟବାସୀଙ୍କୁ ଚିନ୍ତାରେ ପକାଇଛି । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 346 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 202 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 144 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 49 ଜଣ କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 189 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ 7, ଭଦ୍ରକରୁ 4, କଟକରୁ 51, ଢେଙ୍କାନାଳରୁ 1, ଗଞ୍ଜାମରୁ 1, ଜଗତସିଂହପୁରରୁ 7, ଯାଜପୁରରୁ 4, ଝାରସୁଗୁଡାରୁ 2, କଳାହାଣ୍ଡିରୁ 1, କେନ୍ଦୁଝରରୁ 1,ମୟୂରଭଞ୍ଜରୁ 2, ନୟାଗଡରୁ 1, ନୂଆପଡାରୁ7, ପୁରୀରୁ 4, ରାୟଗଡାରୁ 5, ସମ୍ବଲପୁରରୁ 5, ସୁନ୍ଦରଗଡରୁ 13 ଓ ଷ୍ଟେଟପୁଲରୁ 41 ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12 ଲକ୍ଷ 90 ହଜାର 538ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 1035 ସକ୍ରିୟ ମାମଲା ରହିଛି । ନୂଆ 71 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ 1280049 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.