ETV Bharat / city

Odisha Corona Cases, ଦିନକରେ 203 ସଂକ୍ରମିତ - ରାଜ୍ୟରେ କମୁଛି କୋରୋନା ଦୈନିକ ସଂକ୍ରମଣ

ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 203 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

Odisha Corona Cases, ଦିନକରେ 203 ସଂକ୍ରମିତ

author img

By

Published : Aug 22, 2022, 10:53 AM IST

ଭୁବନେଶ୍ବର: ରାଜ୍ୟରେ କମୁଛି କୋରୋନା ଦୈନିକ ସଂକ୍ରମଣ । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 203 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 119 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ 84 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 31 କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ବର 5, ବରଗଡ 11, ଭଦ୍ରକରୁ 3, ବଲାଙ୍ଗୀରରୁ 14, ବୌଦ୍ଧରୁ 1, କଟକରୁ 10, ଦେଓଗଡରୁ 4, ଗଜପତିରୁ 3, ଜଗତସିଂହପୁରରୁ 2, ଯାଜପୁରରୁ 7, କଳାହାଣ୍ଡିରୁ 4, କନ୍ଧମାଳରୁ 4, ଖୋର୍ଦ୍ଧାରୁ 32 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି କୋରାପୁଟରୁ 1, ମୟୂରଭଞ୍ଜରୁ 9, ନବରଙ୍ଗପୁରରୁ 8, ନୟାଗଡରୁ 7, ନୂଆପଡାରୁ 10, ପୁରୀରୁ 9, ରାୟଗଡାରୁ 4, ସମ୍ବଲପୁରରୁ 8, ସୋନପୁରରୁ 6, ସୁନ୍ଦରଗଡରୁ 34 ଓ ଷ୍ଟେଟପୋଲରୁ 7 ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 25 ହଜାର 264ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 2368 ସକ୍ରିୟ ମାମଲା ରହିଛି । ନୂଆ 319 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.