ETV Bharat / city

Odisha Covid Cases: ରାଜ୍ୟରେ ଆଉ 269 ନୂଆ ସଂକ୍ରମିତ ଚିହ୍ନଟ

author img

By

Published : Sep 8, 2022, 11:21 AM IST

ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 269 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

Covid
Covid 19: ରାଜ୍ୟରେ ଆଉ 269 ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କମୁଛି ବଢୁଛି କୋରୋନା ଦୈନିକ ସଂକ୍ରମଣ । ବୁଧବାର ଦୈନିକ ସଂକ୍ରମିତଙ୍କ ସଂଖ୍ୟା ତିନି ଶହ ପାର କରିଥିବା ବେଳେ ଆଜି ତିନିଶହ ତଳେ ରହିଛି । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 269 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି(Odisha Reports 269 new Covid Cases) । ନୂଆ ସଂକ୍ରମିତଙ୍କ ମଧ୍ୟରୁ 157 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 112 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 48 କିଶୋର ଆକ୍ରାନ୍ତ ହୋଇଛନ୍ତି ।

  • Covid-19 Report For 7th Sept

    New Positive Cases: 269
    Of which 0-18 years: 48
    In quarantine: 157
    Local contacts: 112

    (Details of local contacts will be shared by concerned District)

    1. Balasore: 7
    2. Bargarh: 5
    3. Balangir: 6
    4. Boudh: 2
    5. Cuttack: 21
    6. Deogarh: 5

    — I & PR Department, Odisha (@IPR_Odisha) September 8, 2022 " class="align-text-top noRightClick twitterSection" data=" ">

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ବରରୁ 7, ବରଗଡରୁ 5, ବଲାଙ୍ଗୀରରୁ 6, ବୌଦ୍ଧରୁ 2, କଟକରୁ 21, ଦେବଗଡରୁ 5, ଗଜପତିରୁ 3, ଗଞ୍ଜାମରୁ 1, ଜଗତସିଂହପୁରରୁ 5, ଯାଜପୁରରୁ 10, ଝାରସୁଗୁଡାରୁ 3, କଳାହାଣ୍ଡିରୁ 1, କେନ୍ଦ୍ରାପଡାରୁ 1, କେନ୍ଦୁଝର 7, ଖୋର୍ଦ୍ଧାରୁ 67 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟରୁ 1, ମୟୂରଭଞ୍ଜରୁ 9, ନବରଙ୍ଗପୁରରୁ 16, ନୟାଗଡରୁ 12, ନୂଆପଡାରୁ 13, ପୁରୀରୁ 3, ସମ୍ବଲପୁରରୁ 14, ସୋନପୁରରୁ 2 ସୁନ୍ଦରଗଡରୁ 40 ଓ ଷ୍ଟେଟପୋଲରୁ 15 ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 29 ହଜାର 472ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 1685 ସକ୍ରିୟ ମାମଲା ରହିଛି ।

ଏହା ବି ପଢନ୍ତୁ-India Corona, ଆଜି ବି ୫ ହଜାର ଉପରେ ସଂକ୍ରମଣ

ନୂଆ 199 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସମୁଦାୟ 13 ଲକ୍ଷ 18 ହଜାର 351 ହଜାର 875ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା 3,32,58, 550 କୋରୋନା ପରୀକ୍ଷା କରାଯାଇଛି । ବର୍ତ୍ତମାନ ରାଜ୍ୟରେ ଆଗ ଅପେକ୍ଷା ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ଯାହା ରାଜ୍ୟବାସୀଙ୍କୁ ଆଶ୍ବସ୍ତି ଦେଇଛି । ହେଲେ ସତର୍କତା ଅବଲମ୍ବନ ନ କଲେ ପୁଣି ବିପଦ ଆସିପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.