ETV Bharat / city

Odisha Corona Report: ଦିନକରେ 10 ପଜିଟିଭ ଚିହ୍ନଟ - ରାଜ୍ୟ କୋରୋନା ସଂକ୍ରମଣ

ରାଜ୍ୟରେ ଗତ ୨୪ ଘଣ୍ଟାରେ 10 କୋରୋନା ପଜିଟିଭ ଚିହ୍ନଟ । ବର୍ତ୍ତମାନ ରାଜ୍ୟରେ 92 ସକ୍ରିୟ ମାମଲା ରହିଛି । ଅଧିକ ପଢନ୍ତୁ

ଦିନକରେ 10 ପଜିଟିଭ ଚିହ୍ନଟ
ଦିନକରେ 10 ପଜିଟିଭ ଚିହ୍ନଟ
author img

By

Published : May 4, 2022, 10:36 AM IST

Updated : May 4, 2022, 11:04 AM IST

ଭୁବନେଶ୍ବର: ରାଜ୍ୟରେ ତଳ ମୁହାଁ କୋରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧୦ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୬ ଜଣ କ୍ବାରେଣ୍ଟାଇନ ସେଣ୍ଟର ଓ ୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ବରରୁ 1, ଭଦ୍ରକ 1, କଟକରୁ 1 , କେନ୍ଦ୍ରପଡା 1, ଖୋର୍ଦ୍ଧାରୁ 3, ନୂଆପଡାରୁ 1, ସମ୍ବଲପୁରରୁ 1 ଓ ସୁନ୍ଦରଗଡରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12 ଲକ୍ଷ 88 ହଜାର 085ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 92 ସକ୍ରିୟ ମାମଲା ରହିଛି । ନୂଆ 8 ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ 12 ଲକ୍ଷ 78 ହଜାର 814 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ସଂକ୍ରମଣ କମିଛି ହେଲେ ଦେଶରେ ବଢୁଛି । ବିପଦ ଟଳିନାହିଁ ତେଣୁ ସତର୍କତା ହିଁ ଏକମାତ୍ର ଉପାୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 4, 2022, 11:04 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.