ETV Bharat / city

ରାଜ୍ୟରେ ଦିନକରେ 9793 ଆକ୍ରାନ୍ତ ଚିହ୍ନଟ

author img

By

Published : May 11, 2021, 8:46 AM IST

ରାଜ୍ୟରେ କୋରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ । 24 ଘଣ୍ଟାରେ 9793 କୋରୋନା ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ...

ସଂକ୍ରମଣରେ ସାମାନ୍ୟ ହ୍ରାସ, 24 ଘଣ୍ଟାରେ 9,793 ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କୋରୋନାର ଦୃତ ସଂକ୍ରମଣରେ ଏବେ ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଛି । ଲଗାତର 10 ହଜାର ସଂକ୍ରମଣ ପାର କରୁଥିବା ବେଳେ ଏବେ ସାମାନ୍ୟ ତଳକୁ ଖସିଛି । 24 ଘଣ୍ଟାରେ ରାଜ୍ୟରେ 9793 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଖୋର୍ଦ୍ଧାରୁ ସର୍ବାଧିକ 1511 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡରେ 1018 ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୋଳରୁ 526, କଟକରୁ 641, ଝାରସୁଗୁଡାରୁ 404, ନୂଆପଡାରୁ 401, ଯାଜପୁରରୁ 376, ସମ୍ବଲପୁରରୁ 356, ବଲାଙ୍ଗୀରରୁ 342, ପୁରୀରୁ 351, ନବରଙ୍ଗପୁରରୁ 302, ବାଲେଶ୍ବରରୁ 314, ବରଗଡରୁ 270, ଗଞ୍ଜାମରୁ 276, କେନ୍ଦୁଝରରୁ 244, ବୌଦ୍ଧରୁ 152, ଦେବଗଡରୁ 125, ଗଜପତିରୁ 111, ଜଗତସିଂହପୁରୁ 189, କଲାହାଣ୍ଡିରୁ 224, କନ୍ଧମାଳରୁ 101, କେନ୍ଦ୍ରାପଡାରୁ 158, କୋରାପୁଟରୁ 174, ମୟୁରଭଞ୍ଜରୁ 199, ନୟାଗଡରୁ 254, ରାୟଗଡାରୁ 148, ସୋନପୁରରୁ 140, ଢେଙ୍କାନାଳରୁ 91, ମାଲକାନଗିରିରୁ 63, ଭଦ୍ରକରୁ 52, ଏବଂ ଷ୍ଟେଟପୁଲରୁ 280 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 5 ଲକ୍ଷ 54 ହଜାର 666ରେ ପହଞ୍ଚିଛି ।

ଭୁବନେଶ୍ବରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.