ETV Bharat / city

ରାଜ୍ୟରେ ଦିନକରେ 3650 ପଜିଟିଭ ଚିହ୍ନଟ - corona

ଆଜି (ଗୁରୁବାର) ରାଜ୍ୟରେ 3650 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 604 ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ...

ଦିନକରେ 3650 ପଜିଟିଭ
ଦିନକରେ 3650 ପଜିଟିଭ
author img

By

Published : Jun 24, 2021, 8:58 AM IST

ଭୁବନେଶ୍ବର: କାମ ଦେଉଛି ଲକଡାଉନ । ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି ଦୈନିକ ସଂକ୍ରମଣ । 12 ହଜାର ପାର କରୁଥିବା ସଂକ୍ରମଣ ହାର ଏବେ ତଳମୁହାଁ ହୋଇଛି । ଆଜି (ଗୁରୁବାର) ରାଜ୍ୟରେ 3650 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 604 ପଜିଟିଭ ଚିହ୍ନଟ ।

ଆଜିର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ 2098ଜଣ ଚିହ୍ନଟ ହୋଇଥିବାବେଳେ 1552 ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ 112, ବାଲେଶ୍ବରରୁ 278,ବଲାଙ୍ଗୀରରୁ 16, ବରଗଡରୁ 45,ଭଦ୍ରକରୁ 170, ବୌଦ୍ଧରୁ 41, ଦେଓଗଡରୁ 4, କଟକରୁ 485, ଢେଙ୍କାନାଳରୁ 110, ଗଜପତିରୁ 8, ଗଞ୍ଜାମରୁ 14, ଜଗତସିଂହପୁରରୁ 138, ଯାଜପୁରରୁ 332, ଝାରସୁଗୁଡାରୁ 8ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହିପରି କଳାହାଣ୍ଡିରୁ 23,କନ୍ଧମାଳରୁ 26, କେନ୍ଦ୍ରପଡାରୁ 106, କେନ୍ଦୁଝରରୁ 68,କୋରାପୁଟରୁ 104, ମାଲକାନଗିରିରୁ 67, ମୟୂରଭଞ୍ଜରୁ 145, ନବରଙ୍ଗପୁରରୁ 69, ନୟାଗଡରୁ 122, ନୂଆପଡାରୁ 10,ପୁରୀରୁ 187,ରାୟଗଡାରୁ 106, ସମ୍ବଲପୁରରୁ 35, ସୋନପୁରରୁ 22, ସୁନ୍ଦରଗଡରୁ 106 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ ପୋଲରୁ 89 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ସୁ୍ଦ୍ଧା ରାଜ୍ୟରେ 8 ଲକ୍ଷ 90ହଜାର 596ଜଣ ସଂକ୍ରମିତ ହୋଇସାରିଛନ୍ତି । ରାଜ୍ୟରେ ବର୍ତ୍ତମାନ 33ହଜାର 770ଟି ସକ୍ରିୟ ମାମଲା ରହିଛି । ରାଜ୍ୟରେ 8ଲକ୍ଷ 53ହଜାର 12ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.