ETV Bharat / city

ଜୁନରେ 16 ପ୍ରତିଶତ କମ ବର୍ଷା ରେକର୍ଡ

ଜୁନ ଅପେକ୍ଷା ଜୁଲାଇରେ ଅପେକ୍ଷାକୃତ ଅଧିକ ବର୍ଷା ହୋଇଛି । ଜୁନ ମାସରେ ସାରା ରାଜ୍ୟରେ 16 ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଥିବା ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ।

author img

By

Published : Jul 13, 2019, 10:45 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଜୁନ ମାସରେ ସାରା ରାଜ୍ୟରେ 16 ପ୍ରତିଶତ କମ ବର୍ଷା ହୋଇଛି । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ଚଳିତ ମାସର ପ୍ରଥମ ଦୁଇ ସପ୍ତାହରେ ଆଶାନୁରୂପକ ବର୍ଷା ହୋଇଥିବା ଜଣାପଡ଼ିଛି ।

ଭିଡ଼ିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଗଜପତି ଜିଲ୍ଲାରେ ସର୍ବାଧିକ 56 ପ୍ରତିଶତ କମ ବର୍ଷା ହୋଇଥିବାବେଳେ କୋରାପୁଟ ଜିଲ୍ଲାରେ ଆଶା ଠାରୁ 20 ପ୍ରତିଶତ ବର୍ଷା ଅଧିକ ହୋଇଛି । ଏଥିସହ ଜୁଲାଇ 30 ଯାଏଁ ଭଲ ବର୍ଷା ରହିଥିବା ଭୁବନେଶ୍ବର ପାଣିପାଗ କେନ୍ଦ୍ର ତରଫରୁ ସୂଚନା ମିଳିଛି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ଜୁନ ମାସ ରେ ସାରା ରାଜ୍ୟ ରେ 16 ପ୍ରତିଶତ କମ ବର୍ଷା ,ଆକଳନ କଲା ଆଞ୍ଚଳିକ ପାଣିପାଗ ବିଭାଗ।

ସାରା ରାଜ୍ୟ ଚଳିତ ମାସ ର ପ୍ରଥମ ଦୁଇ ସପ୍ତାହ  ରେ ଆଶା ନୁ ରୂପକ ଠିକ ରୂପ ରେ ବର୍ଷା ହୋଇଥିବା ହେଲେ ଶୁଦ୍ଧା ଜୁନ ମାସ ରେ 16 ପ୍ରତିଶତ କମ ବର୍ଷା ହୋଇଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ଅନ୍ୟ ପଟେ ଗଜପତି ଜିଲ୍ଲା ରେ ସର୍ବାଧିକ 56 ପ୍ରତିଶତ କାମ ବର୍ଷା ହୋଇଥିବା ବେଳେ କେରାପୁଟ ଜିଲ୍ଲା ରେ ଆଶା ଠାରୁ 20 ପ୍ରତିଶତ ବର୍ଷା ଅଧିକ ହୋଇଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫ ରୁ ସୂଚନା ମିଳିଛି। ତେବେ ଏବେ ଦେଖିବାର ରହିଲା ଜୁଲାଇ ଶେଷ ଓ ଅଗଷ୍ଟ ମାସ ରେ କେତେ ବର୍ଷା ହେବ ଓ ଚାଷୀ କେତେ ଏ ବର୍ଷା ରୁ ଫଳପ୍ରଦ ହେବେ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.